ଭାରତର ୨,୦୦,୦୦୦ତମ ୫ଜି ସାଇଟ ସକ୍ରିୟ ହେବା ଏବଂ ଚାର ଧାମ ଫାଇବର କନେକ୍ଟିଭିଟି ପ୍ରକଳ୍ପ ଉତ୍ସର୍ଗୀକୃତ ହେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
‘ଯୋଗାଯୋଗ ଏବଂ ପର୍ଯ୍ୟଟନ ପାଇଁ ଏକ ଖୁସି ଖବର ।’
Good news for connectivity and tourism. https://t.co/mcIG7afMYq
— Narendra Modi (@narendramodi) May 26, 2023