Quoteକୃଷି କ୍ଷେତ୍ରରେ R&D ପ୍ରତି ଅଧିକ ବେସରକାରୀ କ୍ଷେତ୍ରର ଅବଦାନର ଆବଶ୍ୟକତା ଉପରେ ଗୁରୁତ୍ୱ
Quoteକ୍ଷୁଦ୍ର ଚାଷୀଙ୍କ ସଶକ୍ତିକରଣ ସରକାରଙ୍କ ଦୃଷ୍ଟିକୋଣର କେନ୍ଦ୍ର ଅଟେ: ପ୍ରଧାନମନ୍ତ୍ରୀ
Quoteପ୍ରକ୍ରିୟାକୃତ ଖାଦ୍ୟ ପାଇଁ ଆମ ଦେଶର କୃଷି କ୍ଷେତ୍ରକୁ ବିଶ୍ୱ ବଜାରରେ ବିସ୍ତାର କରିବାକୁ ପଡିବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ କୃଷି ଏବଂ କୃଷକ କଲ୍ୟାଣ ସମ୍ବନ୍ଧୀୟ ବଜେଟ୍ ବ୍ୟବସ୍ଥାର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଏକ ୱେବିନାରକୁ ସମ୍ବୋଧିତ କରିଥିଲେ । ଏହି ୱେବିନାରରେ କୃଷି, ଦୁଗ୍ଧ, ମତ୍ସ୍ୟ ଚାଷ, ସାର୍ବଜନୀନ, ବେସରକାରୀ ଏବଂ ସମବାୟ କ୍ଷେତ୍ରର ସହଯୋଗୀ ଏବଂ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ପାଣ୍ଠି ଯୋଗାଉଥିବା ବ୍ୟାଙ୍କଗୁଡ଼ିକର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ|

ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଚାଷୀଙ୍କ ଉପରେ ସରକାରଙ୍କ ଦୂରଦୃଷ୍ଟି କେନ୍ଦ୍ରୀଭୂତ ହୋଇଥିବା ବିଷୟରେ ବର୍ଣ୍ଣନା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କ୍ଷୁଦ୍ର କୃଷକଙ୍କ ସଶକ୍ତିକରଣ ଭାରତୀୟ କୃଷିକୁ ଅନେକ ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହେବ । ସେ ଏହି କେନ୍ଦ୍ର ବଜେଟରେ କୃଷି ପାଇଁ କେତେକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ ଯେପରିକି ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଇ କୃଷି ଋଣ ଲକ୍ଷ୍ୟକୁ 16,50,000 କୋଟି ଟଙ୍କାକୁ ବୃଦ୍ଧି କରିବା, ଗ୍ରାମୀଣ ଭିତ୍ତିଭୂମି ପାଣ୍ଠିକୁ 40,000 କୋଟିକୁ ବୃଦ୍ଧି କରିବା, କ୍ଷୁଦ୍ର ଜଳସେଚନ ପାଇଁ ମଞ୍ଜୁରୀକୁ ଦ୍ୱିଗୁଣିତ କରିବା, ଅପରେସନ୍ ଗ୍ରୀନ୍ ସ୍କିମ୍ ର ପରିସରକୁ 22 ନଷ୍ଟ ହୋଇଯାଉଥିବା ଦ୍ରବ୍ୟକୁ ବିସ୍ତାର କରିବା ଏବଂ 1000 ରୁ ଅଧିକ ମଣ୍ଡିକୁ e-NAM ସହିତ ସଂଯୋଗ କରିବା । କ୍ରମାଗତ ଭାବରେ ବୃଦ୍ଧି ପାଉଥିବା କୃଷି ଉତ୍ପାଦନ ମଧ୍ୟରେ ଏକବିଂଶ ଶତାବ୍ଦୀରେ ଅମଳ ପୂର୍ବ ବିପ୍ଳବ କିମ୍ବା ଖାଦ୍ୟ ପ୍ରକ୍ରିୟାକରଣ ବିପ୍ଳବ ଏବଂ ମୂଲ୍ୟ ଯୁକ୍ତ ପାଇଁ ଭାରତର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଦେଶ ପାଇଁ ଏହା ବହୁତ ଭଲ ହୋଇଥାନ୍ତା ଯଦି ଦୁଇ-ତିନି ଦଶନ୍ଧି ପୂର୍ବରୁ ଏହି କାମ ହୋଇଥାନ୍ତା ବୋଲି ସେ ମନ୍ତବ୍ୟ ଦେଇଛନ୍ତି ।

 

ଖାଦ୍ୟ, ପନିପରିବା, ଫଳ, ମାଛ ଆଦି ପ୍ରତ୍ୟେକ କୃଷି ସମ୍ବନ୍ଧୀୟ କ୍ଷେତ୍ରରେ ପ୍ରକ୍ରିୟାକରଣର ବିକାଶ ଉପରେ ପ୍ରଧାନମନ୍ତ୍ରୀ ଦୃଢ ଭାବରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଏଥିପାଇଁ କୃଷକମାନଙ୍କ ଗ୍ରାମ ନିକଟରେ ସଂରକ୍ଷଣ ସୁବିଧା ରହିବା ଜରୁରୀ ଅଟେ । ଉତ୍ପାଦଗୁଡିକୁ କ୍ଷେତରୁ ପ୍ରକ୍ରିୟାକରଣ କେନ୍ଦ୍ରକୁ ନେବା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ସେ ଆହ୍ୱାନ ଦେଇଥିଲେ ଏବଂ କୃଷକ ଉତ୍ପାଦକ ସଂଗଠନ (FPOs) ଦ୍ୱାରା ଏହି ୟୁନିଟ୍ ଗୁଡିକର ହାତ ମିଳାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଦେଶର ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରୟ ପାଇଁ ବିକଳ୍ପ ବିସ୍ତାର କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ପ୍ରକ୍ରିୟାକୃତ ଖାଦ୍ୟ ପାଇଁ ଆମ ଦେଶର କୃଷି କ୍ଷେତ୍ରକୁ ବିଶ୍ୱ ବଜାରରେ ବିସ୍ତାର କରିବାକୁ ପଡିବ । ଆମକୁ ଗାଁ ନିକଟରେ ଥିବା କୃଷି ଶିଳ୍ପ କ୍ଲଷ୍ଟର ସଂଖ୍ୟା ବଢାଇବାକୁ ପଡିବ ଯାହା ଦ୍ୱାରା ଗାଁର ଲୋକମାନେ ଚାଷ ସହ ଜଡିତ ନିଯୁକ୍ତି ପାଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଜୈବିକ କ୍ଲଷ୍ଟର ଏବଂ ରପ୍ତାନି କ୍ଲଷ୍ଟର ମଧ୍ୟ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ସେ କଳ୍ପନା କରିଥିଲେ ଯେ ଆମକୁ ଏକ ଦୃଶ୍ୟପଟ ଆଡକୁ ଯିବାକୁ ପଡିବ ଯେଉଁଠାରେ କୃଷି ଭିତ୍ତିକ ଉତ୍ପାଦିତ ସାମଗ୍ରୀ ଗାଁରୁ ସହରକୁ ଯିବ ଏବଂ ଶିଳ୍ପ ସାମଗ୍ରୀ ସହରରୁ ଗ୍ରାମରେ ପହଞ୍ଚିବ । ଆମର ଉତ୍ପାଦକୁ ବିଶ୍ୱ ବଜାରକୁ ନେବା ପାଇଁ ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ ଯୋଜନାକୁ ଉପଯୋଗ କରିବାର ଉପାୟ ଅନୁସନ୍ଧାନ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

|

ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ଯେ ଯଦିଓ ଭାରତ ବିଶ୍ୱର ପ୍ରମୁଖ ମତ୍ସ୍ୟ ଉତ୍ପାଦକ ଏବଂ ରପ୍ତାନିକାରୀମାନଙ୍କ ମଧ୍ୟରୁ ଅନ୍ୟତମ, ଆନ୍ତର୍ଜାତୀୟ ବଜାରରେ ପ୍ରକ୍ରିୟାକୃତ ମାଛ କ୍ଷେତ୍ରରେ ଆମର ଉପସ୍ଥିତି ବହୁତ ସୀମିତ ଅଟେ । ଏହି ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ସେ କହିଛନ୍ତି ଯେ ସଂସ୍କାର ବ୍ୟତୀତ ସରକାର ପ୍ରାୟ 11,000 କୋଟି ଟଙ୍କା ମୂଲ୍ୟର ଉତ୍ପାଦନ ପ୍ରୋତ୍ସାହନ ଘୋଷଣା କରିଛନ୍ତି ଯେଉଁଥିବରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ, ରାନ୍ଧିବା ପାଇଁ ପ୍ରସ୍ତୁତ ଖାଦ୍ୟ, ପ୍ରକ୍ରିୟାକୃତ ଫଳ ଏବଂ ପନିପରିବା, ପ୍ରକ୍ରିୟାକୃତ ସାମୁଦ୍ରିକ ଖାଦ୍ୟ ଏବଂ ମୋଜାରେଲା ଛେନା ଭଳି ଉତ୍ପାଦକୁ ପ୍ରୋତ୍ସାହନ ଦିଆଯାଉଛି । ସେ ଅପରେସନ୍ ଗ୍ରୀନ୍ସ ବିଷୟରେ କହିଥିଲେ, ଯେଉଁଥିରେ ସମସ୍ତ ଫଳ ଓ ପନିପରିବା ପରିବହନ ପାଇଁ 50 ପ୍ରତିଶତ ରିହାତି ଦିଆଯାଉଛି । ସେ କହିଛନ୍ତି ଯେ କେବଳ ଗତ 6 ମାସ ମଧ୍ୟରେ ପ୍ରାୟ 350 କିଷାନ ରେଳ ଚଳାଚଳ କରାଯାଇଥିଲା ଏବଂ ଏହି ଟ୍ରେନଗୁଡିକ ମାଧ୍ୟମରେ ପ୍ରାୟ 1,00,000 ମେଟ୍ରିକ ଟନ ଫଳ ଏବଂ ପନିପରିବା ପରିବହନ କରାଯାଇଥିଲା । ଏହି କିଷାନ ରେଳ ସମଗ୍ର ଦେଶ ପାଇଁ ଶୀତଳ ଭଣ୍ଡାରର ଏକ ଶକ୍ତିଶାଳୀ ମାଧ୍ୟମ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆତ୍ମ ନିର୍ଭର ଭାରତ ଅଭିଯାନ ଅଧୀନରେ ଦେଶର ବିଭିନ୍ନ ଜିଲ୍ଲାରେ ଫଳ ଓ ପନିପରିବା ପ୍ରକ୍ରିୟାକରଣ ପାଇଁ କ୍ଲଷ୍ଟର ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରଧାନମନ୍ତ୍ରୀ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ୍ ଅପଗ୍ରେଡ୍ ସ୍କିମ୍ ଅଧୀନରେ ଲକ୍ଷ ଲକ୍ଷ ଅତି କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରକୁ ସାହାଯ୍ୟ କରାଯାଉଛି । କ୍ଷୁଦ୍ର ଚାଷୀଙ୍କୁ ଟ୍ରାକ୍ଟର, ଅମଳ ମେସିନ୍ କିମ୍ବା ଅନ୍ୟାନ୍ୟ କୃଷି ଯନ୍ତ୍ରପାତିର ଘଣ୍ଟିକିଆ ଭଡା ସହିତ ଶସ୍ତା ଏବଂ ପ୍ରଭାବଶାଳୀ ବିକଳ୍ପ ଏବଂ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଉତ୍ପାଦିତ କୃଷି ସାମଗ୍ରୀକୁ ବଜାରରେ ପହଞ୍ଚିାଇବା ପାଇଁ ଟ୍ରକ ଏଗ୍ରିଗେଟରର ବ୍ୟବହାର ଏକ ଶସ୍ତା ଏବଂ ପ୍ରଭାବଶାଳୀ ମାଧ୍ୟମ । ଦେଶରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ସମ୍ପ୍ରସାରଣ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଚାଷୀମାନଙ୍କ ମଧ୍ୟରେ ସେମାନଙ୍କ ମାଟିର ସ୍ୱାସ୍ଥ୍ୟ ବିଷୟରେ ସଚେତନତା ବୃଦ୍ଧି ଫସଲର ଉତ୍ପାଦନରେ ଉନ୍ନତି ଆଣିବ ।

କୃଷି କ୍ଷେତ୍ରରେ ଆର R&D ପ୍ରତି ଅଧିକ ବେସରକାରୀ କ୍ଷେତ୍ରର ଅବଦାନର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ ବର୍ତ୍ତମାନ କୃଷକମାନଙ୍କୁ ଏପରି ବିକଳ୍ପ ଦେବାକୁ ପଡିବ ଯେଉଁଥିରେ ସେମାନେ କେବଳ ଗହମ ଏବଂ ଚାଉଳରେ ସୀମିତ ନୁହଁନ୍ତି । ଆମେ ଜୈବିକ ଖାଦ୍ୟଠାରୁ ଆରମ୍ଭ କରି ସାଲାଡ ଭିତ୍ତିକ ପନିପରିବା ପର୍ଯ୍ୟନ୍ତ ଚେଷ୍ଟା କରିପାରିବା, ସେଠାରେ ଅନେକ ଫସଲ ଅଛି ବୋଲି ସେ କହିଛନ୍ତି । ସମୁଦ୍ର ଶୈବାଳ ଏବଂ ମହୁଫେଣା ପାଇଁ ବଜାର ବ୍ୟବସ୍ଥାର ଠିକଣା ଉପଯୋଗ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ସମୁଦ୍ର ଶୈବାଳ ଏବଂ ମହୁଫେଣା ଆମ ମତ୍ସ୍ୟଜୀବୀ ଏବଂ ମହୁ ଚାଷୀଙ୍କ ପାଇଁ ଅତିରିକ୍ତ ରାଜସ୍ୱ ସୃଷ୍ଟି କରିବ । ବେସରକାରୀ କ୍ଷେତ୍ରର ଅଂଶଗ୍ରହଣ କୃଷକଙ୍କ ଆତ୍ମବିଶ୍ୱାସ ବଢାଇବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ ଚୁକ୍ତିଭିତ୍ତିକ ଚାଷ ଭାରତରେ କେତେକ କ୍ଷେତ୍ରରେ ଦୀର୍ଘ ଦିନ ଧରି ରହିଆସିଛି । ଚୁକ୍ତିଭିତ୍ତିକ ଚାଷ କେବଳ ବ୍ୟବସାୟିକ ଧାରଣା ହୋଇ ରହିବ ନାହିଁ କିନ୍ତୁ ଜମି ପ୍ରତି ଥିବା ଆମର ଦାୟିତ୍ୱ ପୂରଣ ନିଶ୍ଚିତ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି ।

|

ଦେଶର ଚାଷ କ୍ଷେତ୍ରରେ ମିଳିତ ପ୍ରୟାସ କରିବାକୁ, ଜଳସେଚନ ଠାରୁ ଆରମ୍ଭ କରି ବୀଜରୋପଣ ପର୍ଯ୍ୟନ୍ତ, ଅମଳ ଏବଂ ରୋଜଗାର ପର୍ଯ୍ୟନ୍ତ ବ୍ୟାପକ ବୈଷୟିକ ସମାଧାନ ଖୋଜିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ଆମକୁ କୃଷି କ୍ଷେତ୍ର ସହିତ ଜଡିତ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହିତ କରିବା ଏବଂ ଏଥି ସହିତ ଯୁବକମାନଙ୍କୁ ଯୋଡିବାକୁ ପଡିବ । ସେ କହିଛନ୍ତି କି ବର୍ଷ ବର୍ଷ ଧରି କିଷାନ କ୍ରେଡିଟ କାର୍ଡ କୃଷକ, ଗୋପାଳକ ଏବଂ ମତ୍ସ୍ୟଜୀବୀଙ୍କ ପାଇଁ ଧିରେ ଧିରେ ବୃଦ୍ଧି କରାଯାଇଛି ଏବଂ ଗତ ଏକ ବର୍ଷ ମଧ୍ୟରେ 1.80 କୋଟିରୁ ଅଧିକ ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ ଦିଆଯାଇଛି । ବିଗତ 6-7 ବର୍ଷ ତୁଳନାରେ ଋଣ ଯୋଗାଣ ଦ୍ୱିଗୁଣିତ ହୋଇଛି । ଦେଶରେ 1000 ଏଫ୍‍ପିଓ ପ୍ରତିଷ୍ଠା ସହିତ ସମବାୟ ସମିତିକୁ ମଜବୁତ କରୁଛି ବୋଲି ସେ କହିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

  • krishangopal sharma Bjp March 04, 2025

    मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹🙏🌹🙏🌷🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷
  • krishangopal sharma Bjp March 04, 2025

    मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹🙏🌹🙏🌷🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹
  • krishangopal sharma Bjp March 04, 2025

    मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹🙏🌹🙏🌷🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷
  • krishangopal sharma Bjp March 04, 2025

    मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹मोदी 🌹🙏🌹🙏🌷🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🙏🌷🙏🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹
  • Reena chaurasia September 03, 2024

    बीजेपी
  • Laxman singh Rana September 08, 2022

    नमो नमो 🇮🇳🌹🌹
  • Laxman singh Rana September 08, 2022

    नमो नमो 🇮🇳🌹
  • Laxman singh Rana September 08, 2022

    नमो नमो 🇮🇳
  • G.shankar Srivastav August 07, 2022

    नमस्ते
  • Jayanta Kumar Bhadra June 21, 2022

    Jay Jai Ram
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Job opportunities for women surge by 48% in 2025: Report

Media Coverage

Job opportunities for women surge by 48% in 2025: Report
NM on the go

Nm on the go

Always be the first to hear from the PM. Get the App Now!
...
Japan-India Business Cooperation Committee delegation calls on Prime Minister Modi
March 05, 2025
QuoteJapanese delegation includes leaders from Corporate Houses from key sectors like manufacturing, banking, airlines, pharma sector, engineering and logistics
QuotePrime Minister Modi appreciates Japan’s strong commitment to ‘Make in India, Make for the World

A delegation from the Japan-India Business Cooperation Committee (JIBCC) comprising 17 members and led by its Chairman, Mr. Tatsuo Yasunaga called on Prime Minister Narendra Modi today. The delegation included senior leaders from leading Japanese corporate houses across key sectors such as manufacturing, banking, airlines, pharma sector, plant engineering and logistics.

Mr Yasunaga briefed the Prime Minister on the upcoming 48th Joint meeting of Japan-India Business Cooperation Committee with its Indian counterpart, the India-Japan Business Cooperation Committee which is scheduled to be held on 06 March 2025 in New Delhi. The discussions covered key areas, including high-quality, low-cost manufacturing in India, expanding manufacturing for global markets with a special focus on Africa, and enhancing human resource development and exchanges.

Prime Minister expressed his appreciation for Japanese businesses’ expansion plans in India and their steadfast commitment to ‘Make in India, Make for the World’. Prime Minister also highlighted the importance of enhanced cooperation in skill development, which remains a key pillar of India-Japan bilateral ties.