Quote“ତୁମେ ଉଦ୍ଭାବକମାନେ ‘ଜୟ ଅନୁସନ୍ଧାନ” ସ୍ଲୋଗାନର ପତାକା ଧାରଣକାରୀ”
Quote“ତୁମର ଅଭିନବ ମାନସିକତା ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତକୁ ଶୀର୍ଷକୁ ନେଇଯିବ”
Quote“ଆସନ୍ତା ୨୫ ବର୍ଷରେ ଭାରତର ଆକାଂକ୍ଷା ସମାଜର ନବସୃଜନ ପାଇଁ ଏକ ପ୍ରେରଣା ଶକ୍ତି ଭାବରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି”
Quote“ଆଜି ଭାରତରେ ପ୍ରତିଭା ବିପ୍ଳବ ଘଟୁଛି”
Quote“ଗବେଷଣା ଏବଂ ନୂତନତ୍ୱ କାର୍ଯ୍ୟ କରିବାର ପଦ୍ଧତି ଜୀବନଶୈଳୀରେ ରୂପାନ୍ତରିତ ହେବା ଆବଶ୍ୟକ”
Quote“ଭାରତୀୟ ଉଦ୍ଭାବନ ସବୁବେଳେ ସବୁଠାରୁ ପ୍ରତିଯୋଗୀ, ସୁଲଭ, ସ୍ଥାୟୀ, ସୁରକ୍ଷିତ ଏବଂ ସମାଧାନ ପ୍ରଦାନ କରିଥାଏ”
Quote“ଏକବିଂଶ ଶତାବ୍ଦୀର ଭାରତ ନିଜ ଯୁବଗୋଷ୍ଠିଙ୍କ ଉପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ରଖି ଆଗକୁ ବଢୁଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୨ ର ଗ୍ରାଣ୍ଡ୍ ଫାଇନାଲକୁ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରିଥିଲେ । କେରଳର ସିକ୍ସ ପିକ୍ସେଲ୍ସ କୁ ପ୍ରାଚୀନ ମନ୍ଦିରଗୁଡ଼ିକରେ ଦେବନାଗରୀରେ ଲିପିର ଅନୁବାଦ ପ୍ରକଳ୍ପ ବିଷୟରେ ପ୍ରଧାନମନ୍ତ୍ରୀ ପଚାରିଥିଲେ । ସମସ୍ତ ବାଳିକା ଦଳ ପ୍ରକଳ୍ପର ଫଳାଫଳ, ଲାଭ ଏବଂ ପ୍ରକ୍ରିୟା ବର୍ଣ୍ଣନା କରିଥିଲେ । ଲାଲ କିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଡାକରାର ଜବାବରେ ସେମାନଙ୍କର କାର୍ଯ୍ୟ ବୋଲି ସେମାନେ କହିଛନ୍ତି ।

 

ତାମିଲନାଡୁର ଆକ୍ଟୁଏଟର୍ସ ଦଳକୁ ଭିନ୍ନକ୍ଷମଙ୍କ ବିଷୟରେ ଏକ ଚ୍ୟାଲେଞ୍ଜ ଦିଆଯାଇଥିଲା । ସେମାନେ ବଙ୍କା ଗୋଡ କିମ୍ବା ଆଣ୍ଠୁ ସମସ୍ୟା ଉପରେ କାମ କରିଥିଲେ । ସେମାନଙ୍କର ଆକ୍ଟୁଏଟର୍ "ପ୍ରେରକ” ଏହିପରି ଲୋକଙ୍କୁ ସାହାଯ୍ୟ କରେ ।  ଚିକିତ୍ସା ଉପକରଣ କ୍ଷେତ୍ରରେ ଆତ୍ମର୍ନିଭରଶୀଳ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ଗୁଜୁରାଟର ମାଷ୍ଟର ବିରାଜ ବିଶ୍ୱନାଥ ଯିଏ କି ଏସ୍‍ଆଇଏଚ୍‍ ଜୁନିଅର ବିଜେତା, ଡିମେନସିଆ ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ବୋଲି ଜାଣିବାପରେ ସେଥିରେ ପୀଡିତ ଲୋକଙ୍କ ପାଇଁ ଏଚ୍‍କ୍ୟାମ୍‍ ନାମରେ ଏକ ମୋବାଇଲ ଗେମ ଆପ୍ଲିକେଶନ ପ୍ରସ୍ତୁତ କରିଛନ୍ତି । ଏଥିରେ ପୂର୍ବ ଘଟଣାଗୁଡ଼ିକର ଆଲୋଚନା ଏବଂ ଫଟୋଗ୍ରାଫ୍ ଏବଂ ଭିଡିଓ ପରି ପ୍ରପ୍ସ ଅନ୍ତର୍ଭୁକ୍ତ । ଏହି ଆପ୍ ଆର୍ଟ ଥେରାପି, ଗେମ୍‌, ମ୍ୟୁଜିକ୍ ଏବଂ ଭିଡିଓଗୁଡ଼ିକୁ ନେଇ ଗଠିତ ଯାହା ଆତ୍ମ ପ୍ରକାଶ ପାଇଁ ଏକ ଆଉଟଲେଟ୍ ପ୍ରଦାନ କରୁଥିବାବେଳେ ଡିମେନସିଆ ରୋଗୀଙ୍କ ଜ୍ଞାନଗତ ଉନ୍ନତିରେ ସାହାଯ୍ୟ କରିବ । ଯୋଗ ପ୍ରତିଷ୍ଠାନ ସହ ଯୋଗାଯୋଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତରରେ ବିରାଜ କହିଛନ୍ତି ଯେ ସେ ଯୋଗ ପ୍ରଶିକ୍ଷକଙ୍କ ସହ ଯୋଗାଯୋଗରେ ଅଛନ୍ତି, ଯେଉଁମାନେ ବୃଦ୍ଧାବସ୍ଥା ପାଇଁ କିଛି ଆସନ ପରାମର୍ଶ ଦେଇଛନ୍ତି ।

ବିଆଇଟି ମେସ୍ରା ରାଞ୍ଚିରୁ ଡାଟାକଲାନର ଅନିମେଶ ମିଶ୍ର ବାତ୍ୟାର ପୂର୍ବାନୁମାନ କରିବାରେ ଗଭୀର ଶିକ୍ଷାର ବ୍ୟବହାର ବର୍ଣ୍ଣନା କରିଛନ୍ତି । ସେମାନେ ଇନସାଟ୍‍ ଉପଗ୍ରହ ଚିତ୍ର ଉପରେ କାମ କରନ୍ତି । ସେମାନଙ୍କର କାର୍ଯ୍ୟ ବାତ୍ୟାର ବିଭିନ୍ନ ଦିଗର ଉତ୍ତମ ଭବିଷ୍ୟବାଣୀ କରିବାରେ ସାହାଯ୍ୟ କରିଥାଏ । ଏହି ପ୍ରକଳ୍ପ ପାଇଁ ତଥ୍ୟ ଉପଲବ୍ଧତା ବିଷୟରେ ପ୍ରଧାନମନ୍ତ୍ରୀ ପଚାରିଥିଲେ । ଏହାର ଜବାବରେ ଅନିମେଶ କହିଛନ୍ତି ଯେ ସେମାନେ ୨୦୧୪ ପରେ ଭାରତୀୟ ଉପକୂଳରେ ଆସିଥିବା ବାତ୍ୟାକୁ ବିଚାର କରିଛନ୍ତି ଏବଂ ଏହାର ସଠିକତା ୮୯ ପ୍ରତିଶତ ପାଖାପାଖି ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦିଓ ଏପର୍ଯ୍ୟନ୍ତ ସଂଗ୍ରହ ହୋଇଥିବା ତଥ୍ୟ କମ୍‌, କିନ୍ତୁ ସେମାନଙ୍କର ବୈଷୟିକ ଦକ୍ଷତା ସହିତ ସେମାନେ ସର୍ବାଧିକ ସଠିକତା ଏବଂ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିଛନ୍ତି ।

ପଶ୍ଚିମବଙ୍ଗର ଟିମ୍ ସର୍ବଜ୍ଞର ପ୍ରିୟଙ୍କା ଦିୱାନ୍ ଇଣ୍ଟରନେଟ୍ ବିନା ରେଡିଓ ତରଙ୍ଗ ମାଧ୍ୟମରେ ରେଡିଓରେ ସୁରକ୍ଷିତ ଭାବରେ ମଲ୍ଟିମିଡ଼ିଆ ତଥ୍ୟ ସ୍ଥାନାନ୍ତର କରିବାରେ ସକ୍ଷମ ହେବା ପାଇଁ ତାଙ୍କ ଦଳର କାର୍ଯ୍ୟ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ବ୍ୟବସ୍ଥା ଲାଗୁ ହେବା ସହିତ ଗୋପନୀୟତା ସମସ୍ୟାର ସମାଧାନ ହୋଇପାରିବ କାରଣ ଏହି ଆପଟି ସ୍ୱଦେଶୀ ଭାବରେ ତିଆରି ହୋଇଛି ଏବଂ ସର୍ଭରଗୁଡ଼ିକ ମଧ୍ୟ ଭାରତରେ ଅବସ୍ଥିତ । ଯେତେବେଳେ ପ୍ରଧାନମନ୍ତ୍ରୀ ପ୍ରିୟଙ୍କାଙ୍କୁ ପଚାରିଥିଲେ ଯେ ସୀମା ଅଞ୍ଚଳରେ ସେନା ଦ୍ୱାରା ଏହି ସିଷ୍ଟମ ନିୟୋଜିତ ହୋଇପାରିବ କି ନାହିଁ, ପ୍ରିୟଙ୍କା କହିଛନ୍ତି ଯେ ଟ୍ରାନ୍ସମିସନ ଏନକ୍ରିପ୍ଟ ହୋଇଛି ଯାହା ସିଗନାଲ ବାଧା ହେବାର ଆଶଙ୍କା ଥିବା ଅଞ୍ଚଳରେ ଏହାକୁ ବ୍ୟବହାର କରିବାକୁ ଅନୁମତି ଦେଇଥାଏ । ଏହି ସିଷ୍ଟମ ମାଧ୍ୟମରେ ଭିଡିଓ ଫାଇଲ ପଠାଇବା ଦିଗରେ ଦଳ କାର୍ଯ୍ୟ କରୁଛି କି ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ ପଚାରିଛନ୍ତି । ପ୍ରିୟଙ୍କା କହିଛନ୍ତି ଯେ ଯେହେତୁ ଟ୍ରାନ୍ସମିସନ ମାଧ୍ୟମ ସମାନ ରହିଛି, ତେଣୁ ଭିଡିଓ ପ୍ରସାରଣ ସମ୍ଭବ ଏବଂ ଆସନ୍ତାକାଲିର ହ୍ୟାକଥନରେ ଭିଡିଓ ପ୍ରସାରଣ ଦିଗରେ ଦଳ କାର୍ଯ୍ୟ କରୁଛି ।

 

 

ଆଇଡିଆଲ-ବିଟ୍‍ସ ଆସାମ ଦଳର ନୀତେଶ ପାଣ୍ଡେ ଆଇପିଆର ଆପ୍ଲିକେଶନ ଦାଖଲ ପାଇଁ ତୃଣମୂଳ ସ୍ତରର ଉଦ୍ଭାବକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି । ପେଟେଣ୍ଟ ଆବେଦନ ଦାଖଲ ପ୍ରକ୍ରିୟାକୁ ସରଳ କରିବା ପାଇଁ ଏହି ଆପ୍ ଏଆଇ ଏବଂ ଅନ୍ୟାନ୍ୟ ଜ୍ଞାନକୌଶଳ ବ୍ୟବହାର କରିବ । ଏହି ଆପ୍ କିପରି ଉଦ୍ଭାବକମାନଙ୍କୁ ସାହାଯ୍ୟ କରିବ ସେନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତରରେ ନୀତେଶ କହିଛନ୍ତି ଯେ ଏହି ପ୍ରୟୋଗ ଉଦ୍ଭାବକମାନଙ୍କୁ ପେଟେଣ୍ଟଣ୍ଟବିଷୟରେ ଶିକ୍ଷା ଦିଏ ଏବଂ ଏହା କିପରି ହୋଇପାରିବ । ଆପ୍ ଉଦ୍ଭାବକମାନଙ୍କ ପାଇଁ ଏକ ସମାଧାନର ସମାପ୍ତି ପ୍ରଦାନ କରେ ଯେଉଁମାନେ ଏକ ପେଟେଣ୍ଟ ଦାଖଲ କରିବାକୁ ଇଚ୍ଛୁକ । ଏହା ମଧ୍ୟ ଉଦ୍ଭାବକଙ୍କୁ କ୍ଷେତ୍ର ସହିତ ଜଡିତ ବିଭିନ୍ନ ଏଜେଣ୍ଟଣ୍ଟମାନଙ୍କ ସହିତ ଯୋଗାଯୋଗ କରିବା କ୍ଷେତ୍ରରେ ସେମାନଙ୍କୁ ସାହାଯ୍ୟ କରିଥାଏ, ଯେଉଁମାନେ ସେମାନଙ୍କୁ ସେମାନଙ୍କର ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିପାରିବେ ।

ଉତ୍ତରପ୍ରଦେଶର ଆଇରିସ୍ ଟିମର ଅଂଶିତ ବଂଶଲ ଅପରାଧର ସ୍ଥାନ ନିରୂପଣ ଏବଂ ମ୍ୟାପିଂ କରିବାରେ ସେମାନଙ୍କର ସମସ୍ୟା ବର୍ଣ୍ଣନା କରିଛନ୍ତି । କ୍ରାଇମ କ୍ଲଷ୍ଟରକୁ ମାନଚିତ୍ର କରିବା ପାଇଁ ଅନସୁପରଭାଇଜ୍‍ଡ ମେସିନ୍ ଲର୍ନିଙ୍ଗ ଆଲଗୋରିଦମ ନିୟୋଜିତ କରାଯାଉଛି । ମଡେଲର ନମନୀୟତା ଏବଂ ମାପନୀୟତା ବିଷୟରେ ପ୍ରଧାନମନ୍ତ୍ରୀ ପଚାରିଥିଲେ । ଏହି ମଡେଲ ଦ୍ୱାରା ନିଶା କାରବାରର ମୁକାବିଲା କରାଯାଇପାରିବ କି ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ ପଚାରିଛନ୍ତି । ଏହାର ଜବାବରେ ଅଂଶିତ କହିଛନ୍ତି ଯେ ମଡେଲଟି ମାପଯୋଗ୍ୟ, କାରଣ ଏହା ଭୌଗୋଳିକ ଅବସ୍ଥାନ ଉପରେ ର୍ନିଭରଶୀଳ ନୁହେଁ କାରଣ ଏହାର କାର୍ଯ୍ୟକାରିତା ମଡେଲକୁ ଦିଆଯାଇଥିବା ଅପରାଧ ତଥ୍ୟ ସେଟ୍ ଉପରେ ଆଧାରିତ ।

ପଞ୍ଜାବର ଏଚଆଇଏଚ ଜୁନିଅରର ବିଜେତା ମାଷ୍ଟର ହରମାନଜୋତ ସିଂହ ତାଙ୍କ ସ୍ମାର୍ଟ ଗ୍ଲୋଭର ପ୍ରକଳ୍ପ ଦେଖାଇଲେ ଯାହା ସ୍ୱାସ୍ଥ୍ୟ ପାରାମିଟର ଉପରେ ନଜର ରଖିଥାଏ । ସ୍ମାର୍ଟ ଗ୍ଲୋଭ୍ ଇଣ୍ଟରନେଟ୍ ଅଫ୍ ମେଡିକାଲ୍ ଥିଙ୍ଗ୍ସର ମଡେଲରେ କାମ କରେ ଏବଂ ଏହା ମାନସିକ ସ୍ୱାସ୍ଥ୍ୟ, ହୃଦସ୍ପନ୍ଦନ, ରକ୍ତଚାପ, ଅମ୍ଳଜାନ ସ୍ତର, ଇଚ୍ଛା ଚିହ୍ନଟ, ହାତରେ କମ୍ପନ ଏବଂ ଶରୀରର ତାପମାତ୍ରା ସହିତ ସ୍ୱାସ୍ଥ୍ୟ ଉପରେ ନଜର ରଖିବାରେ ସାହାଯ୍ୟ କରେ । ସମସ୍ତ ପ୍ରକାର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ପିତାମାତାଙ୍କୁ ପ୍ରଶଂସା କରିଥିଲେ ।

ପଞ୍ଜାବର ସାମିଧାର ଭାଗ୍ୟଶ୍ରୀ ସାନପାଲ ମେସିନ୍ ଲର୍ନିଂ ଏବଂ ସାଟେଲାଇଟ୍ ଜ୍ଞାନକୌଶଳ ମାଧ୍ୟମରେ ଜାହାଜଗୁଡ଼ିକର ପ୍ରକୃତ ସମୟ ଇନ୍ଧନ ମନିଟରିଂ ବିଷୟରେ ସେମାନଙ୍କ ସମସ୍ୟା ବିଷୟରେ କହିଥିଲେ । ସେ ଏକ ମାନବବିହୀନ ସାମୁଦ୍ରିକ ମନିଟରିଂ ସିଷ୍ଟମ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଭାଗ୍ୟଶ୍ରୀଙ୍କୁ ପଚାରିଥିଲେ ଯେ ଏହି ବ୍ୟବସ୍ଥା ଅନ୍ୟ କ୍ଷେତ୍ରରେ ମଧ୍ୟ ପ୍ରୟୋଗ ହୋଇପାରିବ କି? ଏହା ସମ୍ଭବ ବୋଲି ଭାଗ୍ୟଶ୍ରୀ କହିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏସଆଇଏଚ୍‍ ଜନସାଧାରଣଙ୍କ ଅଂଶଗ୍ରହଣର ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ ହୋଇପାରିଛି । ସେ କହିଛନ୍ତି ଯେ ଯୁବ ପିଢି ପାଇଁ ସେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ । ୧୦୦ ବର୍ଷର ସ୍ୱାଧୀନତା ପରେ ଆମ ଦେଶ କିପରି ହେବ ସେନେଇ ଦେଶ ବଡ଼ ସଂକଳ୍ପ ଉପରେ କାର୍ଯ୍ୟ କରୁଛି । ଆପଣ ଏହି ଅଭିନବ ଉଦ୍ଭାବକ ଅଟନ୍ତି, ଯେଉଁମାନେ ଏହି ସଂକଳ୍ପଗୁଡିକ ପୂରଣ ପାଇଁ ‘ଜୟ ଅନୁସନ୍ଧାନ' ସ୍ଲୋଗାନର ପତାକା ଧାରକ ଅଟନ୍ତି ବୋଲି ସେ କହିଛନ୍ତି । ଆଗାମୀ ୨୫ ବର୍ଷ ମଧ୍ୟରେ ଯୁବ ଉଦ୍ଭାବକମାନଙ୍କ ସଫଳତା ଏବଂ ଦେଶର ସଫଳତାର ଅଂଶୀଦାରିତା ପଥକୁ ଶ୍ରୀ ମୋଦୀ ସୂଚିତ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆପଣଙ୍କର ଅଭିନବ ମାନସିକତା ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତକୁ ଶୀର୍ଷକୁ ନେଇଯିବ ।

ପୁଣିଥରେ ଆଙ୍କାକ୍ଷୀ ସମାଜ ବିଷୟରେ ତାଙ୍କର ସ୍ୱାଧୀନତା ଦିବସ ଘୋଷଣା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଆଙ୍କାକ୍ଷୀ ସମାଜ ଆସନ୍ତା ୨୫ ବର୍ଷ ମଧ୍ୟରେ ଏକ ଚାଳକ ଶକ୍ତି ଭାବରେ କାର୍ଯ୍ୟ କରିବ । ଏହି ସମାଜର ଆକାଂକ୍ଷା, ସ୍ୱପ୍ନ ଏବଂ ଆହ୍ୱାନ ଉଦ୍ଭାବକମାନଙ୍କ ପାଇଁ ଅନେକ ସୁଯୋଗ ଆଣିବ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୭-୮ ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ବିପ୍ଳବ ମାଧ୍ୟମରେ ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି । ଆଜି ଭାରତରେ ଭିତ୍ତିଭୂମି ବିପ୍ଳବ ଘଟୁଛି । ଆଜି ଭାରତରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିପ୍ଳବ ଘଟୁଛି । ଆଜି ଭାରତରେ ଡିଜିଟାଲ ବିପ୍ଳବ ଘଟୁଛି । ଆଜି ଭାରତରେ ଜ୍ଞାନକୌଶଳ ବିପ୍ଳବ ଘଟୁଛି । ଆଜି ଭାରତରେ ପ୍ରତିଭା ବିପ୍ଳବ ଘଟୁଛି ବୋଲି ଶ୍ରୀ ମୋଦୀ ଦର୍ଶାଇଛନ୍ତି । ଆଜି ପ୍ରତ୍ୟେକ କ୍ଷେତ୍ରକୁ ଆଧୁନିକ କରିବା ଉପରେ ଧ୍ୟାନ ଦିଅ ।ଯାଇଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୈନନ୍ଦିନ ନୂତନ କ୍ଷେତ୍ର ଏବଂ ଆହ୍ୱାନଗୁଡିକ ଅଭିନବ ସମାଧାନ ଖୋଜୁଛି । କୃଷି ସମ୍ବନ୍ଧୀୟ ସମସ୍ୟାର ସମାଧାନ ଖୋଜିବା ପାଇଁ ସେ ଉଦ୍ଭାବକମାନଙ୍କୁ କହିଥିଲେ । ପ୍ରତ୍ୟେକ ଗ୍ରାମରେ ଅପ୍ଟିକାଲ୍ ଫାଇବର ଏବଂ ୫ଜି ର ଶୁଭାରମ୍ଭ, ଦଶନ୍ଧି ଶେଷ ସୁଦ୍ଧା ୬ଜି ପାଇଁ ପ୍ରସ୍ତୁତି ଏବଂ କ୍ରୀଡାର ପ୍ରୋତ୍ସାହନ ଭଳି ପଦକ୍ଷେପଗୁଡିକରୁ ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ସେ ଯୁବ ଉଦ୍ଭାବକମାନଙ୍କୁ କହିଥିଲେ । ସେ କହିଛନ୍ତି ଯେ ଭାରତୀୟ ଉଦ୍ଭାବନ ସବୁବେଳେ ସବୁଠାରୁ ପ୍ରତିଯୋଗୀ, ସୁଲଭ, ସ୍ଥାୟୀ, ସୁରକ୍ଷିତ ଏବଂ ପରିମାପକ ସମାଧାନ ପ୍ରଦାନ କରିଥାଏ । ସେଥିପାଇଁ ବିଶ୍ୱ ଆଶାର ସହିତ ଭାରତ ଆଡକୁ ଚାହିଁଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତରେ ନବସୃଜନ ସଂସ୍କୃତି ବଢାଇବାକୁ ହେଲେ ଆମକୁ ଦୁଇଟି ବିଷୟ ଉପରେ ନିରନ୍ତର ଧ୍ୟାନ ଦେବାକୁ ପଡିବ - ସାମାଜିକ ସମର୍ଥନ ଏବଂ ଅନୁଷ୍ଠାନିକ ସମର୍ଥନ । ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ସମାଜରେ ନବସୃଜନକୁ ଗ୍ରହଣ କରିବା ବୃଦ୍ଧି ପାଇଛି ଏବଂ ଏଭଳି ପରିସ୍ଥିତିରେ ଆମକୁ ନୂତନ ଚିନ୍ତାଧାରା ଏବଂ ମୂଳ ଚିନ୍ତାଧାରା ଗ୍ରହଣ କରିବାକୁ ପଡିବ । ଅନୁସନ୍ଧାନ ଏବଂ ନବସୃଜନ କାର୍ଯ୍ୟ ପଦ୍ଧତିରୁ ଜୀବନଶୈଳୀରେ ରୂପାନ୍ତରିତ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିରେ ନବସୃଜନ ପାଇଁ ଏକ ଦୃଢ ମୂଳଦୁଆ ସୃଷ୍ଟି ପାଇଁ ଏକ ରୋଡମ୍ୟାପ ଅଛି । ଅଟଳ ଟିଙ୍କରିଂ ଲ୍ୟାବ ଏବଂ ଆଇ-କ୍ରିଏଟ୍ ପ୍ରତ୍ୟେକ ସ୍ତରରେ ନୂତନତ୍ୱକୁ ପ୍ରୋତ୍ସାହିତ କରୁଛି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଏକବିଂଶ ଶତାବ୍ଦୀର ଆଜିର ଭାରତ ନିଜ ଯୁବଗୋଷ୍ଠିଙ୍କ ଉପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହିତ ଆଗକୁ ବଢୁଛି । ସେ ଦର୍ଶାଇଛନ୍ତି ଯେ ଏହାର ଫଳ ସ୍ୱରୂପ ଆଜି ଅଭିନବ ସୂଚକାଙ୍କରେ ଭାରତର ମାନ୍ୟତା ବୃଦ୍ଧି ପାଇଛି । ଗତ ୮ ବର୍ଷରେ ପେଟେଣ୍ଟ ସଂଖ୍ୟା ୭ ଗୁଣ ବୃଦ୍ଧି ପାଇଛି । ୟୁନିକର୍ଣ୍ଣ ଗଣନା ମଧ୍ୟ ୧୦୦ ଅତିକ୍ରମ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଯୁବ ପିଢି ସମସ୍ୟାର ଶୀଘ୍ର ଏବଂ ସ୍ମାର୍ଟ ସମାଧାନ ସହିତ ଆଗକୁ ଆସୁଛନ୍ତି । ଏଭଳି ହ୍ୟାକଥନ୍ ପଛରେ ଚିନ୍ତା କରିବା ହେଉଛି ଯୁବ ପିଢି ସମସ୍ୟାର ସମାଧାନ ପ୍ରଦାନ କରିବା ଉଚିତ ଏବଂ ଯୁବକ, ସରକାରୀ ଏବଂ ବେସରକାରୀ ସଂଗଠନ ମଧ୍ୟରେ ଏହି ସହଯୋଗୀ ଆବେଗ \"ସବକା ପ୍ରୟାସ\'ର ଏକ ଉତ୍ତମ ଉଦାହରଣ ବୋଲି ସେ କହିଛନ୍ତି ।

ପୃଷ୍ଠଭୂମି

ଦେଶରେ ବିଶେଷ କରି ଯୁବକମାନଙ୍କ ମଧ୍ୟରେ ନବସୃଜନର ଆବେଗକୁ ପ୍ରୋତ୍ସାହିତ କରିବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ । ଏହି ଦର୍ଶନକୁ ଦୃଷ୍ଟିରେ ରଖି ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସଆଇଏଚ) ୨୦୧୭ ମସିହାରେ ଆରମ୍ଭ ହୋଇଥିଲା । ସମାଜ, ସଂଗଠନ ଏବଂ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଛାତ୍ରମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା ପାଇଁ ଏଚଆଇଏଚ ଏକ ଦେଶବ୍ୟାପୀ ପଦକ୍ଷେପ । ଏହା ଛାତ୍ରମାନଙ୍କ ମଧ୍ୟରେ ଉତ୍ପାଦ ନବସୃଜନ, ସମସ୍ୟାର ସମାଧାନ ଏବଂ ବାହ୍ୟ ଚିନ୍ତାଧାରା ସଂସ୍କୃତିକୁ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖିଛି ।

 

ଏସଆଇଏଚ ର ବଢୁଥିବା ଲୋକପ୍ରିୟତାକୁ ଆକଳନ କରାଯାଇପାରେ ଯେ ଏସଆଇଏଚ୍‍ ପାଇଁ ପଞ୍ଜୀକୃତ ଦଳ ସଂଖ୍ୟା ପ୍ରଥମ ସଂସ୍କରଣରେ ପ୍ରାୟ ୭୫୦୦ ରୁ ଚାଲୁଥିବା ପଞ୍ଚମ ସଂସ୍କରଣରେ ପ୍ରାୟ ୨୯,୬୦୦ ପର୍ଯ୍ୟନ୍ତ ଚାରି ଗୁଣ ବୃଦ୍ଧି ପାଇଛି । ଏହି ବର୍ଷ ଏସଆଇଏଚ ୨୦୨୨ ଗ୍ରାଣ୍ଡ ଫାଇନାଲରେ ଭାଗ ନେବାକୁ ୭୫ ନୋଡାଲ କେନ୍ଦ୍ରକୁ ୧୫,୦୦୦ ରୁ ଅଧିକ ଛାତ୍ର ଏବଂ ପରାମର୍ଶଦାତା ଯାତ୍ରା କରିଛନ୍ତି । ୨୯୦୦ ରୁ ଅଧିକ ବିଦ୍ୟାଳୟ ଏବଂ ୨୨୦୦ ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଫାଇନାଲ୍ ରେ ୫୩ ଟି କେନ୍ଦ୍ରୀୟ ମନ୍ତ୍ରଣାଳୟର ୪୭୬ ଟି ସମସ୍ୟା ସମାଧାନ କରିବେ, ଯେଉଁଥିରେ ମନ୍ଦିରରେ ଥିବା ଅପ୍ଟିକାଲ୍ ଅକ୍ଷର ଚିହ୍ନଟ (ଓସିଆର) ଏବଂ ଦେବନାଗରୀ ଲିପିରେ ଅନୁବାଦ, ସାମଗ୍ରୀ ଯୋଗାଣ ଶୃଙ୍ଖଳରେ ନଷ୍ଟ ହୋଇଯାଉଥିବା ଖାଦ୍ୟ ସାମଗ୍ରୀ ପାଇଁ ଆଇଓପି- ସକ୍ଷମ ରିସ୍କ ମନିଟରିଂ ସିଷ୍ଟମ୍ । ଭିତ୍ତିଭୂମି ଏବଂ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ସଡକ ଅବସ୍ଥା ଇତ୍ୟାଦି ପାଇଁ ହାଇ-ରିେଜୋଲ୍ୟୁସନ ୩ଡି ମଡେଲ ।

ଚଳିତ ବର୍ଷ ସ୍ମାର୍ଟ ଇଣ୍ଡିଆ ହାକାଥନ୍ - ଜୁନିଅର ମଧ୍ୟ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ଏକ ଅଭିନବ ସଂସ୍କୃତି ଗଠନ ଏବଂ ବିଦ୍ୟାଳୟ ସ୍ତରରେ ସମସ୍ୟାର ସମାଧାନ ମନୋଭାବ ବିକାଶ ପାଇଁ ପାଇଲଟ୍ ପ୍ରକଳ୍ପ ଭାବରେ ପରିଚିତ ହୋଇଛି ।

Click here to read full text speech

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

Media Coverage

"Huge opportunity": Japan delegation meets PM Modi, expressing their eagerness to invest in India
NM on the go

Nm on the go

Always be the first to hear from the PM. Get the App Now!
...
Today, India is not just a Nation of Dreams but also a Nation That Delivers: PM Modi in TV9 Summit
March 28, 2025
QuoteToday, the world's eyes are on India: PM
QuoteIndia's youth is rapidly becoming skilled and driving innovation forward: PM
Quote"India First" has become the mantra of India's foreign policy: PM
QuoteToday, India is not just participating in the world order but also contributing to shaping and securing the future: PM
QuoteIndia has given Priority to humanity over monopoly: PM
QuoteToday, India is not just a Nation of Dreams but also a Nation That Delivers: PM

श्रीमान रामेश्वर गारु जी, रामू जी, बरुन दास जी, TV9 की पूरी टीम, मैं आपके नेटवर्क के सभी दर्शकों का, यहां उपस्थित सभी महानुभावों का अभिनंदन करता हूं, इस समिट के लिए बधाई देता हूं।

TV9 नेटवर्क का विशाल रीजनल ऑडियंस है। और अब तो TV9 का एक ग्लोबल ऑडियंस भी तैयार हो रहा है। इस समिट में अनेक देशों से इंडियन डायस्पोरा के लोग विशेष तौर पर लाइव जुड़े हुए हैं। कई देशों के लोगों को मैं यहां से देख भी रहा हूं, वे लोग वहां से वेव कर रहे हैं, हो सकता है, मैं सभी को शुभकामनाएं देता हूं। मैं यहां नीचे स्क्रीन पर हिंदुस्तान के अनेक शहरों में बैठे हुए सब दर्शकों को भी उतने ही उत्साह, उमंग से देख रहा हूं, मेरी तरफ से उनका भी स्वागत है।

साथियों,

आज विश्व की दृष्टि भारत पर है, हमारे देश पर है। दुनिया में आप किसी भी देश में जाएं, वहां के लोग भारत को लेकर एक नई जिज्ञासा से भरे हुए हैं। आखिर ऐसा क्या हुआ कि जो देश 70 साल में ग्यारहवें नंबर की इकोनॉमी बना, वो महज 7-8 साल में पांचवे नंबर की इकोनॉमी बन गया? अभी IMF के नए आंकड़े सामने आए हैं। वो आंकड़े कहते हैं कि भारत, दुनिया की एकमात्र मेजर इकोनॉमी है, जिसने 10 वर्षों में अपने GDP को डबल किया है। बीते दशक में भारत ने दो लाख करोड़ डॉलर, अपनी इकोनॉमी में जोड़े हैं। GDP का डबल होना सिर्फ आंकड़ों का बदलना मात्र नहीं है। इसका impact देखिए, 25 करोड़ लोग गरीबी से बाहर निकले हैं, और ये 25 करोड़ लोग एक नियो मिडिल क्लास का हिस्सा बने हैं। ये नियो मिडिल क्लास, एक प्रकार से नई ज़िंदगी शुरु कर रहा है। ये नए सपनों के साथ आगे बढ़ रहा है, हमारी इकोनॉमी में कंट्रीब्यूट कर रहा है, और उसको वाइब्रेंट बना रहा है। आज दुनिया की सबसे बड़ी युवा आबादी हमारे भारत में है। ये युवा, तेज़ी से स्किल्ड हो रहा है, इनोवेशन को गति दे रहा है। और इन सबके बीच, भारत की फॉरेन पॉलिसी का मंत्र बन गया है- India First, एक जमाने में भारत की पॉलिसी थी, सबसे समान रूप से दूरी बनाकर चलो, Equi-Distance की पॉलिसी, आज के भारत की पॉलिसी है, सबके समान रूप से करीब होकर चलो, Equi-Closeness की पॉलिसी। दुनिया के देश भारत की ओपिनियन को, भारत के इनोवेशन को, भारत के एफर्ट्स को, जैसा महत्व आज दे रहे हैं, वैसा पहले कभी नहीं हुआ। आज दुनिया की नजर भारत पर है, आज दुनिया जानना चाहती है, What India Thinks Today.

|

साथियों,

भारत आज, वर्ल्ड ऑर्डर में सिर्फ पार्टिसिपेट ही नहीं कर रहा, बल्कि फ्यूचर को शेप और सेक्योर करने में योगदान दे रहा है। दुनिया ने ये कोरोना काल में अच्छे से अनुभव किया है। दुनिया को लगता था कि हर भारतीय तक वैक्सीन पहुंचने में ही, कई-कई साल लग जाएंगे। लेकिन भारत ने हर आशंका को गलत साबित किया। हमने अपनी वैक्सीन बनाई, हमने अपने नागरिकों का तेज़ी से वैक्सीनेशन कराया, और दुनिया के 150 से अधिक देशों तक दवाएं और वैक्सीन्स भी पहुंचाईं। आज दुनिया, और जब दुनिया संकट में थी, तब भारत की ये भावना दुनिया के कोने-कोने तक पहुंची कि हमारे संस्कार क्या हैं, हमारा तौर-तरीका क्या है।

साथियों,

अतीत में दुनिया ने देखा है कि दूसरे विश्व युद्ध के बाद जब भी कोई वैश्विक संगठन बना, उसमें कुछ देशों की ही मोनोपोली रही। भारत ने मोनोपोली नहीं बल्कि मानवता को सर्वोपरि रखा। भारत ने, 21वीं सदी के ग्लोबल इंस्टीट्यूशन्स के गठन का रास्ता बनाया, और हमने ये ध्यान रखा कि सबकी भागीदारी हो, सबका योगदान हो। जैसे प्राकृतिक आपदाओं की चुनौती है। देश कोई भी हो, इन आपदाओं से इंफ्रास्ट्रक्चर को भारी नुकसान होता है। आज ही म्यांमार में जो भूकंप आया है, आप टीवी पर देखें तो बहुत बड़ी-बड़ी इमारतें ध्वस्त हो रही हैं, ब्रिज टूट रहे हैं। और इसलिए भारत ने Coalition for Disaster Resilient Infrastructure - CDRI नाम से एक वैश्विक नया संगठन बनाने की पहल की। ये सिर्फ एक संगठन नहीं, बल्कि दुनिया को प्राकृतिक आपदाओं के लिए तैयार करने का संकल्प है। भारत का प्रयास है, प्राकृतिक आपदा से, पुल, सड़कें, बिल्डिंग्स, पावर ग्रिड, ऐसा हर इंफ्रास्ट्रक्चर सुरक्षित रहे, सुरक्षित निर्माण हो।

साथियों,

भविष्य की चुनौतियों से निपटने के लिए हर देश का मिलकर काम करना बहुत जरूरी है। ऐसी ही एक चुनौती है, हमारे एनर्जी रिसोर्सेस की। इसलिए पूरी दुनिया की चिंता करते हुए भारत ने International Solar Alliance (ISA) का समाधान दिया है। ताकि छोटे से छोटा देश भी सस्टेनबल एनर्जी का लाभ उठा सके। इससे क्लाइमेट पर तो पॉजिटिव असर होगा ही, ये ग्लोबल साउथ के देशों की एनर्जी नीड्स को भी सिक्योर करेगा। और आप सबको ये जानकर गर्व होगा कि भारत के इस प्रयास के साथ, आज दुनिया के सौ से अधिक देश जुड़ चुके हैं।

साथियों,

बीते कुछ समय से दुनिया, ग्लोबल ट्रेड में असंतुलन और लॉजिस्टिक्स से जुड़ी challenges का सामना कर रही है। इन चुनौतियों से निपटने के लिए भी भारत ने दुनिया के साथ मिलकर नए प्रयास शुरु किए हैं। India–Middle East–Europe Economic Corridor (IMEC), ऐसा ही एक महत्वाकांक्षी प्रोजेक्ट है। ये प्रोजेक्ट, कॉमर्स और कनेक्टिविटी के माध्यम से एशिया, यूरोप और मिडिल ईस्ट को जोड़ेगा। इससे आर्थिक संभावनाएं तो बढ़ेंगी ही, दुनिया को अल्टरनेटिव ट्रेड रूट्स भी मिलेंगे। इससे ग्लोबल सप्लाई चेन भी और मजबूत होगी।

|

साथियों,

ग्लोबल सिस्टम्स को, अधिक पार्टिसिपेटिव, अधिक डेमोक्रेटिक बनाने के लिए भी भारत ने अनेक कदम उठाए हैं। और यहीं, यहीं पर ही भारत मंडपम में जी-20 समिट हुई थी। उसमें अफ्रीकन यूनियन को जी-20 का परमानेंट मेंबर बनाया गया है। ये बहुत बड़ा ऐतिहासिक कदम था। इसकी मांग लंबे समय से हो रही थी, जो भारत की प्रेसीडेंसी में पूरी हुई। आज ग्लोबल डिसीजन मेकिंग इंस्टीट्यूशन्स में भारत, ग्लोबल साउथ के देशों की आवाज़ बन रहा है। International Yoga Day, WHO का ग्लोबल सेंटर फॉर ट्रेडिशनल मेडिसिन, आर्टिफिशियल इंटेलीजेंस के लिए ग्लोबल फ्रेमवर्क, ऐसे कितने ही क्षेत्रों में भारत के प्रयासों ने नए वर्ल्ड ऑर्डर में अपनी मजबूत उपस्थिति दर्ज कराई है, और ये तो अभी शुरूआत है, ग्लोबल प्लेटफॉर्म पर भारत का सामर्थ्य नई ऊंचाई की तरफ बढ़ रहा है।

साथियों,

21वीं सदी के 25 साल बीत चुके हैं। इन 25 सालों में 11 साल हमारी सरकार ने देश की सेवा की है। और जब हम What India Thinks Today उससे जुड़ा सवाल उठाते हैं, तो हमें ये भी देखना होगा कि Past में क्या सवाल थे, क्या जवाब थे। इससे TV9 के विशाल दर्शक समूह को भी अंदाजा होगा कि कैसे हम, निर्भरता से आत्मनिर्भरता तक, Aspirations से Achievement तक, Desperation से Development तक पहुंचे हैं। आप याद करिए, एक दशक पहले, गांव में जब टॉयलेट का सवाल आता था, तो माताओं-बहनों के पास रात ढलने के बाद और भोर होने से पहले का ही जवाब होता था। आज उसी सवाल का जवाब स्वच्छ भारत मिशन से मिलता है। 2013 में जब कोई इलाज की बात करता था, तो महंगे इलाज की चर्चा होती थी। आज उसी सवाल का समाधान आयुष्मान भारत में नजर आता है। 2013 में किसी गरीब की रसोई की बात होती थी, तो धुएं की तस्वीर सामने आती थी। आज उसी समस्या का समाधान उज्ज्वला योजना में दिखता है। 2013 में महिलाओं से बैंक खाते के बारे में पूछा जाता था, तो वो चुप्पी साध लेती थीं। आज जनधन योजना के कारण, 30 करोड़ से ज्यादा बहनों का अपना बैंक अकाउंट है। 2013 में पीने के पानी के लिए कुएं और तालाबों तक जाने की मजबूरी थी। आज उसी मजबूरी का हल हर घर नल से जल योजना में मिल रहा है। यानि सिर्फ दशक नहीं बदला, बल्कि लोगों की ज़िंदगी बदली है। और दुनिया भी इस बात को नोट कर रही है, भारत के डेवलपमेंट मॉडल को स्वीकार रही है। आज भारत सिर्फ Nation of Dreams नहीं, बल्कि Nation That Delivers भी है।

साथियों,

जब कोई देश, अपने नागरिकों की सुविधा और समय को महत्व देता है, तब उस देश का समय भी बदलता है। यही आज हम भारत में अनुभव कर रहे हैं। मैं आपको एक उदाहरण देता हूं। पहले पासपोर्ट बनवाना कितना बड़ा काम था, ये आप जानते हैं। लंबी वेटिंग, बहुत सारे कॉम्प्लेक्स डॉक्यूमेंटेशन का प्रोसेस, अक्सर राज्यों की राजधानी में ही पासपोर्ट केंद्र होते थे, छोटे शहरों के लोगों को पासपोर्ट बनवाना होता था, तो वो एक-दो दिन कहीं ठहरने का इंतजाम करके चलते थे, अब वो हालात पूरी तरह बदल गया है, एक आंकड़े पर आप ध्यान दीजिए, पहले देश में सिर्फ 77 पासपोर्ट सेवा केंद्र थे, आज इनकी संख्या 550 से ज्यादा हो गई है। पहले पासपोर्ट बनवाने में, और मैं 2013 के पहले की बात कर रहा हूं, मैं पिछले शताब्दी की बात नहीं कर रहा हूं, पासपोर्ट बनवाने में जो वेटिंग टाइम 50 दिन तक होता था, वो अब 5-6 दिन तक सिमट गया है।

साथियों,

ऐसा ही ट्रांसफॉर्मेशन हमने बैंकिंग इंफ्रास्ट्रक्चर में भी देखा है। हमारे देश में 50-60 साल पहले बैंकों का नेशनलाइजेशन किया गया, ये कहकर कि इससे लोगों को बैंकिंग सुविधा सुलभ होगी। इस दावे की सच्चाई हम जानते हैं। हालत ये थी कि लाखों गांवों में बैंकिंग की कोई सुविधा ही नहीं थी। हमने इस स्थिति को भी बदला है। ऑनलाइन बैंकिंग तो हर घर में पहुंचाई है, आज देश के हर 5 किलोमीटर के दायरे में कोई न कोई बैंकिंग टच प्वाइंट जरूर है। और हमने सिर्फ बैंकिंग इंफ्रास्ट्रक्चर का ही दायरा नहीं बढ़ाया, बल्कि बैंकिंग सिस्टम को भी मजबूत किया। आज बैंकों का NPA बहुत कम हो गया है। आज बैंकों का प्रॉफिट, एक लाख 40 हज़ार करोड़ रुपए के नए रिकॉर्ड को पार कर चुका है। और इतना ही नहीं, जिन लोगों ने जनता को लूटा है, उनको भी अब लूटा हुआ धन लौटाना पड़ रहा है। जिस ED को दिन-रात गालियां दी जा रही है, ED ने 22 हज़ार करोड़ रुपए से अधिक वसूले हैं। ये पैसा, कानूनी तरीके से उन पीड़ितों तक वापिस पहुंचाया जा रहा है, जिनसे ये पैसा लूटा गया था।

साथियों,

Efficiency से गवर्नमेंट Effective होती है। कम समय में ज्यादा काम हो, कम रिसोर्सेज़ में अधिक काम हो, फिजूलखर्ची ना हो, रेड टेप के बजाय रेड कार्पेट पर बल हो, जब कोई सरकार ये करती है, तो समझिए कि वो देश के संसाधनों को रिस्पेक्ट दे रही है। और पिछले 11 साल से ये हमारी सरकार की बड़ी प्राथमिकता रहा है। मैं कुछ उदाहरणों के साथ अपनी बात बताऊंगा।

|

साथियों,

अतीत में हमने देखा है कि सरकारें कैसे ज्यादा से ज्यादा लोगों को मिनिस्ट्रीज में accommodate करने की कोशिश करती थीं। लेकिन हमारी सरकार ने अपने पहले कार्यकाल में ही कई मंत्रालयों का विलय कर दिया। आप सोचिए, Urban Development अलग मंत्रालय था और Housing and Urban Poverty Alleviation अलग मंत्रालय था, हमने दोनों को मर्ज करके Housing and Urban Affairs मंत्रालय बना दिया। इसी तरह, मिनिस्ट्री ऑफ ओवरसीज़ अफेयर्स अलग था, विदेश मंत्रालय अलग था, हमने इन दोनों को भी एक साथ जोड़ दिया, पहले जल संसाधन, नदी विकास मंत्रालय अलग था, और पेयजल मंत्रालय अलग था, हमने इन्हें भी जोड़कर जलशक्ति मंत्रालय बना दिया। हमने राजनीतिक मजबूरी के बजाय, देश की priorities और देश के resources को आगे रखा।

साथियों,

हमारी सरकार ने रूल्स और रेगुलेशन्स को भी कम किया, उन्हें आसान बनाया। करीब 1500 ऐसे कानून थे, जो समय के साथ अपना महत्व खो चुके थे। उनको हमारी सरकार ने खत्म किया। करीब 40 हज़ार, compliances को हटाया गया। ऐसे कदमों से दो फायदे हुए, एक तो जनता को harassment से मुक्ति मिली, और दूसरा, सरकारी मशीनरी की एनर्जी भी बची। एक और Example GST का है। 30 से ज्यादा टैक्सेज़ को मिलाकर एक टैक्स बना दिया गया है। इसको process के, documentation के हिसाब से देखें तो कितनी बड़ी बचत हुई है।

साथियों,

सरकारी खरीद में पहले कितनी फिजूलखर्ची होती थी, कितना करप्शन होता था, ये मीडिया के आप लोग आए दिन रिपोर्ट करते थे। हमने, GeM यानि गवर्नमेंट ई-मार्केटप्लेस प्लेटफॉर्म बनाया। अब सरकारी डिपार्टमेंट, इस प्लेटफॉर्म पर अपनी जरूरतें बताते हैं, इसी पर वेंडर बोली लगाते हैं और फिर ऑर्डर दिया जाता है। इसके कारण, भ्रष्टाचार की गुंजाइश कम हुई है, और सरकार को एक लाख करोड़ रुपए से अधिक की बचत भी हुई है। डायरेक्ट बेनिफिट ट्रांसफर- DBT की जो व्यवस्था भारत ने बनाई है, उसकी तो दुनिया में चर्चा है। DBT की वजह से टैक्स पेयर्स के 3 लाख करोड़ रुपए से ज्यादा, गलत हाथों में जाने से बचे हैं। 10 करोड़ से ज्यादा फर्ज़ी लाभार्थी, जिनका जन्म भी नहीं हुआ था, जो सरकारी योजनाओं का फायदा ले रहे थे, ऐसे फर्जी नामों को भी हमने कागजों से हटाया है।

साथियों,

 

हमारी सरकार टैक्स की पाई-पाई का ईमानदारी से उपयोग करती है, और टैक्सपेयर का भी सम्मान करती है, सरकार ने टैक्स सिस्टम को टैक्सपेयर फ्रेंडली बनाया है। आज ITR फाइलिंग का प्रोसेस पहले से कहीं ज्यादा सरल और तेज़ है। पहले सीए की मदद के बिना, ITR फाइल करना मुश्किल होता था। आज आप कुछ ही समय के भीतर खुद ही ऑनलाइन ITR फाइल कर पा रहे हैं। और रिटर्न फाइल करने के कुछ ही दिनों में रिफंड आपके अकाउंट में भी आ जाता है। फेसलेस असेसमेंट स्कीम भी टैक्सपेयर्स को परेशानियों से बचा रही है। गवर्नेंस में efficiency से जुड़े ऐसे अनेक रिफॉर्म्स ने दुनिया को एक नया गवर्नेंस मॉडल दिया है।

साथियों,

पिछले 10-11 साल में भारत हर सेक्टर में बदला है, हर क्षेत्र में आगे बढ़ा है। और एक बड़ा बदलाव सोच का आया है। आज़ादी के बाद के अनेक दशकों तक, भारत में ऐसी सोच को बढ़ावा दिया गया, जिसमें सिर्फ विदेशी को ही बेहतर माना गया। दुकान में भी कुछ खरीदने जाओ, तो दुकानदार के पहले बोल यही होते थे – भाई साहब लीजिए ना, ये तो इंपोर्टेड है ! आज स्थिति बदल गई है। आज लोग सामने से पूछते हैं- भाई, मेड इन इंडिया है या नहीं है?

साथियों,

आज हम भारत की मैन्युफैक्चरिंग एक्सीलेंस का एक नया रूप देख रहे हैं। अभी 3-4 दिन पहले ही एक न्यूज आई है कि भारत ने अपनी पहली MRI मशीन बना ली है। अब सोचिए, इतने दशकों तक हमारे यहां स्वदेशी MRI मशीन ही नहीं थी। अब मेड इन इंडिया MRI मशीन होगी तो जांच की कीमत भी बहुत कम हो जाएगी।

|

साथियों,

आत्मनिर्भर भारत और मेक इन इंडिया अभियान ने, देश के मैन्युफैक्चरिंग सेक्टर को एक नई ऊर्जा दी है। पहले दुनिया भारत को ग्लोबल मार्केट कहती थी, आज वही दुनिया, भारत को एक बड़े Manufacturing Hub के रूप में देख रही है। ये सक्सेस कितनी बड़ी है, इसके उदाहरण आपको हर सेक्टर में मिलेंगे। जैसे हमारी मोबाइल फोन इंडस्ट्री है। 2014-15 में हमारा एक्सपोर्ट, वन बिलियन डॉलर तक भी नहीं था। लेकिन एक दशक में, हम ट्वेंटी बिलियन डॉलर के फिगर से भी आगे निकल चुके हैं। आज भारत ग्लोबल टेलिकॉम और नेटवर्किंग इंडस्ट्री का एक पावर सेंटर बनता जा रहा है। Automotive Sector की Success से भी आप अच्छी तरह परिचित हैं। इससे जुड़े Components के एक्सपोर्ट में भी भारत एक नई पहचान बना रहा है। पहले हम बहुत बड़ी मात्रा में मोटर-साइकल पार्ट्स इंपोर्ट करते थे। लेकिन आज भारत में बने पार्ट्स UAE और जर्मनी जैसे अनेक देशों तक पहुंच रहे हैं। सोलर एनर्जी सेक्टर ने भी सफलता के नए आयाम गढ़े हैं। हमारे सोलर सेल्स, सोलर मॉड्यूल का इंपोर्ट कम हो रहा है और एक्सपोर्ट्स 23 गुना तक बढ़ गए हैं। बीते एक दशक में हमारा डिफेंस एक्सपोर्ट भी 21 गुना बढ़ा है। ये सारी अचीवमेंट्स, देश की मैन्युफैक्चरिंग इकोनॉमी की ताकत को दिखाती है। ये दिखाती है कि भारत में कैसे हर सेक्टर में नई जॉब्स भी क्रिएट हो रही हैं।

साथियों,

TV9 की इस समिट में, विस्तार से चर्चा होगी, अनेक विषयों पर मंथन होगा। आज हम जो भी सोचेंगे, जिस भी विजन पर आगे बढ़ेंगे, वो हमारे आने वाले कल को, देश के भविष्य को डिजाइन करेगा। पिछली शताब्दी के इसी दशक में, भारत ने एक नई ऊर्जा के साथ आजादी के लिए नई यात्रा शुरू की थी। और हमने 1947 में आजादी हासिल करके भी दिखाई। अब इस दशक में हम विकसित भारत के लक्ष्य के लिए चल रहे हैं। और हमें 2047 तक विकसित भारत का सपना जरूर पूरा करना है। और जैसा मैंने लाल किले से कहा है, इसमें सबका प्रयास आवश्यक है। इस समिट का आयोजन कर, TV9 ने भी अपनी तरफ से एक positive initiative लिया है। एक बार फिर आप सभी को इस समिट की सफलता के लिए मेरी ढेर सारी शुभकामनाएं हैं।

मैं TV9 को विशेष रूप से बधाई दूंगा, क्योंकि पहले भी मीडिया हाउस समिट करते रहे हैं, लेकिन ज्यादातर एक छोटे से फाइव स्टार होटल के कमरे में, वो समिट होती थी और बोलने वाले भी वही, सुनने वाले भी वही, कमरा भी वही। TV9 ने इस परंपरा को तोड़ा और ये जो मॉडल प्लेस किया है, 2 साल के भीतर-भीतर देख लेना, सभी मीडिया हाउस को यही करना पड़ेगा। यानी TV9 Thinks Today वो बाकियों के लिए रास्ता खोल देगा। मैं इस प्रयास के लिए बहुत-बहुत अभिनंदन करता हूं, आपकी पूरी टीम को, और सबसे बड़ी खुशी की बात है कि आपने इस इवेंट को एक मीडिया हाउस की भलाई के लिए नहीं, देश की भलाई के लिए आपने उसकी रचना की। 50,000 से ज्यादा नौजवानों के साथ एक मिशन मोड में बातचीत करना, उनको जोड़ना, उनको मिशन के साथ जोड़ना और उसमें से जो बच्चे सिलेक्ट होकर के आए, उनकी आगे की ट्रेनिंग की चिंता करना, ये अपने आप में बहुत अद्भुत काम है। मैं आपको बहुत बधाई देता हूं। जिन नौजवानों से मुझे यहां फोटो निकलवाने का मौका मिला है, मुझे भी खुशी हुई कि देश के होनहार लोगों के साथ, मैं अपनी फोटो निकलवा पाया। मैं इसे अपना सौभाग्य मानता हूं दोस्तों कि आपके साथ मेरी फोटो आज निकली है। और मुझे पक्का विश्वास है कि सारी युवा पीढ़ी, जो मुझे दिख रही है, 2047 में जब देश विकसित भारत बनेगा, सबसे ज्यादा बेनिफिशियरी आप लोग हैं, क्योंकि आप उम्र के उस पड़ाव पर होंगे, जब भारत विकसित होगा, आपके लिए मौज ही मौज है। आपको बहुत-बहुत शुभकामनाएं।

धन्यवाद।