ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମଧ୍ୟପ୍ରଦେଶର ୧୩ ବର୍ଷୀୟା ମୀନାକ୍ଷୀ କ୍ଷତ୍ରିୟ ନିଜକୁ ନି-କ୍ଷୟ ମିତ୍ର ଭାବେ ପଞ୍ଜିକୃତ କରାଇବା ଓ ନିଜ ସଞ୍ଚୟରୁ ଟିବି ରୋଗୀଙ୍କ ସେବା କରିବା ଭଳି ଉଲ୍ଲେଖନୀୟ ମନୋଭାବକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଉଲ୍ଲେଖନୀୟ ମନୋଭାବ, ଯାହା ଟିବି ମୁକ୍ତ ଭାରତ ହାସଲ ପାଇଁ ହେଉଥିବା ଉଦ୍ୟମକୁ ପ୍ରୋତ୍ସାହିତ କରିବ ।”
Noteworthy gesture, which will boost the efforts towards achieving TB-free India. https://t.co/IAFh4k65Em
— Narendra Modi (@narendramodi) February 4, 2023