ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ "ଅମ୍ବର ମେଁ ଉତ୍ସବ" ଏକ କବିତା ଲେଖି ମକର ସଂକ୍ରାନ୍ତିର ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, "ମକର ସଂକ୍ରାନ୍ତି ଭାରତର ଅନେକ ସ୍ଥାନରେ ଉତ୍ସାହର ସହିତ ପାଳନ କରାଯାଉଛି । ଏହି ଶୁଭ ପର୍ବ ଭାରତର ବିବିଧତା ଏବଂ ଆମ ପରମ୍ପରାର ଜୀବନ୍ତତାକୁ ଦର୍ଶାଏ । ଏହା ପ୍ରକୃତି ମାତାକୁ ସମ୍ମାନ ଦେବାର ଗୁରୁତ୍ୱକୁ ମଧ୍ୟ ଦୋହରାଉଛି ।
Makar Sankranti is marked with enthusiasm in several parts of India. This auspicious festival illustrates India’s diversity and the vibrancy of our traditions. It also reaffirms the importance of respecting Mother Nature.
— Narendra Modi (@narendramodi) January 14, 2021
આભમાં અવસર
— Narendra Modi (@narendramodi) January 14, 2021
અને
આંખમાં જ અંબર pic.twitter.com/wKcKwAl1W4