ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାକର୍ତ୍ତାର ମର୍ଡେକା ପ୍ୟାଲେସରେ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହିତ ଫଳପ୍ରଦ ଆଲୋଚନା କରିଛନ୍ତି । ବୈଠକ ଅବସରରେ ବିଭିନ୍ନ କ୍ଷେତ୍ରରେ ଭାରତ-ଇଣ୍ଡୋନେସିଆ ସହଯୋଗକୁ ପ୍ରୋତ୍ସାହନ ଦେବାର ପ୍ରକ୍ରିୟା ଉପରେ ବିଚାରବିମର୍ଶ କରିଛନ୍ତି ।
Enhancing the India-Indonesia partnership...President @jokowi and PM @narendramodi hold talks in Jakarta. pic.twitter.com/IK72zEOf9o
— PMO India (@PMOIndia) May 30, 2018