Prime Minister Modi addresses programme to mark 50th anniversary of Delhi High Court
Complement all those who have contributed for so many years to Delhi High Court: PM
Challenges come, but formulating ways to overcome those challenges should be our resolve: PM
While drafting laws, our motive must be to imbibe best of the talent inputs. This will be the biggest service to judiciary: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ବିଗତ ପଚାଶ ବର୍ଷ ଧରି ନ୍ୟାୟାଳୟ ପାଇଁ ଅବଦାନ ଥିବା ବ୍ୟକ୍ତିମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସେ କହିଥିଲେ ଯେ ଭାରତର ସମ୍ବିଧାନ ଅନୁଯାୟୀ ବିଭିନ୍ନ ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଇଥିବା କାର୍ଯ୍ୟଗୁଡିକ ଠିକ୍ ଭାବେ ସମ୍ପାଦନ କରିବାର ଆବଶ୍ୟକତା ରହିଛି ।

୩୧ ଅକ୍ଟୋବରକୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସର୍ଦ୍ଦାର ପଟେଲ ଜଣେ ଓକିଲ ଥିଲେ ଯିଏକି ରାଷ୍ଟ୍ର ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଦେଇଥିଲେ । ଅଖିଳ ଭାରତ ପ୍ରଶାସନିକ ସେବା ଆରମ୍ଭ କରିବା ସହ ସର୍ଦ୍ଦାର ପଟେଲଙ୍କ ଅନ୍ୟ ଅବଦାନଗୁଡିକର ସେ ସ୍ମୃତିଚାରଣ କରିଥିଲେ ।

ପ୍ରଧାନମନ୍ତ୍ରୀ ବୈକଳ୍ପିକ ବିବାଦ ସମାଧାନ ବ୍ୟବସ୍ଥାକୁ ଅଧିକ ଦୃଢ କରିଥିବାରୁ ଆଇନ ସେବା ଗୋଷ୍ଠୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନ୍ୟାୟପାଳିକା ସମ୍ମୁଖରେ ଆସୁଥିବା ଆହ୍ଵାନର ସମାଧାନ ହେତୁ ଭବିଷ୍ୟତର ଏକ ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ସେ କହିଥିଲେ ।

Click here to read the full text speech

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
'India Delivers': UN Climate Chief Simon Stiell Hails India As A 'Solar Superpower'

Media Coverage

'India Delivers': UN Climate Chief Simon Stiell Hails India As A 'Solar Superpower'
NM on the go

Nm on the go

Always be the first to hear from the PM. Get the App Now!
...
PM Modi condoles loss of lives due to stampede at New Delhi Railway Station
February 16, 2025

The Prime Minister, Shri Narendra Modi has condoled the loss of lives due to stampede at New Delhi Railway Station. Shri Modi also wished a speedy recovery for the injured.

In a X post, the Prime Minister said;

“Distressed by the stampede at New Delhi Railway Station. My thoughts are with all those who have lost their loved ones. I pray that the injured have a speedy recovery. The authorities are assisting all those who have been affected by this stampede.”