ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କକରେ ପୂର୍ବ ଏସୀୟ ଶିଖର ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହିତ ସାକ୍ଷାତ କରିଛନ୍ତି । ଚଳିତ ବର୍ଷ ଶେଷରେ ଭାରତ ଜାପାନ 2+2 ବାର୍ତ୍ତା ଏବଂ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଗ୍ରାଉଣ୍ଡ ପ୍ରସ୍ତୁତ କରିବା ଉପରେ ଆଲୋଚନା କରିଛନ୍ତି ।
![](https://cdn.narendramodi.in/cmsuploads/0.53530800_1572848450_684-1-pm-modi.jpeg)
![](https://cdn.narendramodi.in/cmsuploads/0.61125000_1572848477_684-2-pm-modi.jpeg)
Greater momentum to cooperation with Japan.
— PMO India (@PMOIndia) November 4, 2019
Prime Ministers @narendramodi and @AbeShinzo met in Bangkok. Their talks were extensive and productive. pic.twitter.com/l5FOc97uFf