ରାଜସ୍ଥାନ ସୁରସାଗରର ପୂର୍ବତନ ବିଧାୟିକା ଶ୍ରୀମତୀ ସୂର୍ଯ୍ୟକାନ୍ତା ବ୍ୟାସଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ରାଜସ୍ଥାନର ସୁରସାଗରରେ ତାଙ୍କର ଜନକଲ୍ୟାଣ କାର୍ଯ୍ୟ ପାଇଁ ସେ ସବୁଦିନ ମନେ ରହିବେ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ରାଜସ୍ଥାନର ସୁରସାଗରର ପୂର୍ବତନ ବିଧାୟିକା ତଥା ବିଜେପିର ବରିଷ୍ଠ ନେତ୍ରୀ ଶ୍ରୀମତୀ ସୂର୍ଯ୍ୟକାନ୍ତା ବ୍ୟାସ ଜୀଙ୍କ ପରଲୋକରେ ଅତ୍ୟନ୍ତ ଦୁଃଖିତ । ଉକ୍ତ ଅଞ୍ଚଳରେ ଜନକଲ୍ୟାଣ କାର୍ଯ୍ୟ ପାଇଁ ସେ ସବୁଦିନେ ମନେ ରହିବେ । ନିକଟରେ ଯୋଧପୁର ଗସ୍ତ ଅବସରରେ ତାଙ୍କ ସହ ମିଶିବାର ସୁଯୋଗ ମିଳିଥିଲା । ସେ ବିମାନବନ୍ଦର ଆସି ମୋତେ ଆଶୀର୍ବାଦ ଦେଇଥିଲେ । ଦୁଃଖର ଏହି ସମୟରେ ତାଙ୍କ ପ୍ରଶଂସକ ଓ ପରିଜନଙ୍କ ପ୍ରତି ମୋର ସମବେଦନା ଜ୍ଞାପନ କରୁଛି । ଓମ୍ ଶାନ୍ତି!”

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
How PMJDY has changed banking in India

Media Coverage

How PMJDY has changed banking in India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 25, 2025
March 25, 2025

Citizens Appreciate PM Modi's Vision : Economy, Tech, and Tradition Thrive