ସ୍ଵୀଡେନର ଷ୍ଟକହୋମଠାରେ ହୋଇଥିବା ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି ।
“ଷ୍ଟକହୋମ ଆକ୍ରମଣକୁ ଆମେ ଦୃଢ ଭାବେ ନିନ୍ଦା କରୁଛୁ । ମୃତକଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।
ଏହି ଗଭୀର ଦୁଃଖ ସମୟରେ ସ୍ଵୀଡେନବାସୀଙ୍କ ସହିତ ଭାରତ ଦୃଢ ଭାବେ ରହିଛି,” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।
We condemn the attack in Stockholm. My thoughts are with the families of the deceased & prayers with those injured. @SwedishPM
— Narendra Modi (@narendramodi) April 7, 2017
India stands firmly with the people of Sweden in this hour of grief. @SwedishPM
— Narendra Modi (@narendramodi) April 7, 2017