ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩-୨୪ରେ ଏପର୍ଯ୍ୟନ୍ତ ଦିଆଯାଇଥିବା ସର୍ବାଧିକ ପେଟେଣ୍ଟ କୁ ସ୍ୱୀକାର କରିଛନ୍ତି ।
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲଙ୍କ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଏହା ଏକ ଉଲ୍ଲେଖନୀୟ କାର୍ଯ୍ୟ, ଯାହା କି ଏକ ଅଭିନବ ଉପାୟରେ ଚାଳିତ ଜ୍ଞାନ ଅର୍ଥନୀତିର ଯାତ୍ରାରେ ଏକ ମାଇଲଖୁଣ୍ଟ । ଭାରତର ଯୁବପିଢ଼ି ଏହିପରି ପଦକ୍ଷେପ ଦ୍ୱାରା ଲାଭବାନ ହେବେ ।’
This is a notable feat, marking a milestone in our journey towards an innovation-driven knowledge economy. India’s youth will be great beneficiaries of such strides. https://t.co/IQ6IJIYrBZ
— Narendra Modi (@narendramodi) November 17, 2023