H.E. Mrs Nguyen Thị Kim Ngan, President of the National Assembly of Vietnam meets PM
India & Vietnam sign bilateral Agreement on Cooperation in Peaceful Uses of Atomic Energy

ଭିଏତନାମ ଜାତୀୟ ସଂସଦର ସଭାପତି ମହାମାନ୍ୟ ଶ୍ରୀମତୀ ଏନଗୁଏନ ଥୀ କିମ ଏନଗାଁ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ସାକ୍ଷାତ ଆଲୋଚନା ବେଳେ ତାଙ୍କର ଗତ ସେପ୍ଟେମ୍ବରରେ ଭିଏତନାମ ଗସ୍ତ କାଳରେ ହାନୋଇଠାରେ ଏନଗାଁଙ୍କ ସହିତ ହୋଇଥିବା କଥାବାର୍ତ୍ତାକୁ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭିଏତନାମର ଜାତୀୟ ସଂସଦର ମୁଖ୍ୟ ଭାବେ ଅବସ୍ଥାପିତ ହେବାରେ ଏନଗାଁ ହେଉଛନ୍ତି ପ୍ରଥମ ମହିଳା ଏବଂ ସେ ବିଶ୍ଵର ମହିଳାମାନଙ୍କ ପାଇଁ ପ୍ରେରଣାର ଏକ ଉତ୍ସ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଭାରତ ଓ ଭିଏତନାମ ମଧ୍ୟରେ ସଂସଦୀୟ ମତ ବିନିମୟକୁ ସ୍ଵାଗତ କରିଥିଲେ । ଦୁଇ ଦେଶର ଯୁବ ସାଂସଦମାନଙ୍କ ମଧ୍ୟରେ ମତ ବିନିମୟ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଭାରତ-ଭିଏତନାମ ମଧ୍ୟରେ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ ସଂକ୍ରାନ୍ତ ସହଯୋଗ ରାଜିନାମା ଦସ୍ତଖତ ହେଉଛି ଯାହାକି ଦୁଇ ଦେଶ ମଧ୍ୟରେ ସୁପରିକଳ୍ପିତ ରଣନୀତିକ ଭାଗୀଦାରିତାକୁ ଆହୁରି ମଜବୁତ କରିବ ।  

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
'India Delivers': UN Climate Chief Simon Stiell Hails India As A 'Solar Superpower'

Media Coverage

'India Delivers': UN Climate Chief Simon Stiell Hails India As A 'Solar Superpower'
NM on the go

Nm on the go

Always be the first to hear from the PM. Get the App Now!
...
PM Modi condoles loss of lives due to stampede at New Delhi Railway Station
February 16, 2025

The Prime Minister, Shri Narendra Modi has condoled the loss of lives due to stampede at New Delhi Railway Station. Shri Modi also wished a speedy recovery for the injured.

In a X post, the Prime Minister said;

“Distressed by the stampede at New Delhi Railway Station. My thoughts are with all those who have lost their loved ones. I pray that the injured have a speedy recovery. The authorities are assisting all those who have been affected by this stampede.”