ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଏଚ.ଇ. ରାନିଲ ୱିକ୍ରିମେଶିଙ୍ଘେଇ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଏଚ.ଇ. ରାନିଲ ୱିକ୍ରିମେଶିଙ୍ଘେଇ ଭାରତ-ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କକୁ ଆଗକୁ ବଢାଇବା ଉପରେ ବ୍ୟାପକ ଆଲୋଚନା କରିଥିଲେ ।
Held comprehensive talks with PM Ranil Wickremesinghe on ways to strengthen India-Sri Lanka ties for the benefit of our citizens. @RW_UNP pic.twitter.com/bZrdBIYoge
— Narendra Modi (@narendramodi) April 26, 2017