ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜି୨୦ ପ୍ରତିନିଧିମଣ୍ଡଳୀ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା କେନ୍ଦ୍ର ପରିଦର୍ଶନ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭୀୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା ଏକ ଐତିହାସିକ ଉପକ୍ରମ, ଯାହାର ଉଦ୍ଦେଶ୍ୟ ସୁଲଭ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରାଇବା । ଗରିବ ଓ ମଧ୍ୟମ ବର୍ଗଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସଞ୍ଚୟ ସୁନିଶ୍ଚିତ କରିଛି । ଏହା ସନ୍ତୋଷର କଥା ଯେ, ସମ୍ମାନିତ ଜି୨୦ ପ୍ରତିନିଧିମାନେ ଏହି ଯୋଜନାର ଦିଗଗୁଡିକ ଦେଖିବାର ସୁଯୋଗ ପାଇଛନ୍ତି ।”
Pradhan Mantri Bharatiya Janaushadhi Pariyojana is a landmark initiative aimed at ensuring affordable healthcare. It has ensured significant savings for the poor and middle classes. Glad to see that esteemed G-20 delegates got the opportunity to see aspects of this scheme. https://t.co/aihCXOs8vs
— Narendra Modi (@narendramodi) April 19, 2023