ପ୍ରଧାନମନ୍ତ୍ରୀ ମୋଦୀ ଆଜି ଯୋଗାଭ୍ୟାସର ଆଉ ଗୋଟିଏ 3ଡି ଏନିମେଟଡ ଭିଡିଓ ସେୟାର କରିଛନ୍ତି । ନୂଆ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ 'ଶଶାଙ୍କାସନ' ର ଅଭ୍ୟାସ କରିବା ଦେଖାଯାଉଛନ୍ତି ।
ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ଯୋଗାଭ୍ୟାସ ପାଇଁ ଲୋକମାନଙ୍କୁ 'ଫିଟ ଇଣ୍ଡିଆ' ଆନ୍ଦୋଳନରେ ସାମିଲ ହେବା ଲାଗି ପ୍ରୋତ୍ସାହିତ କରି ପ୍ରଧାନମନ୍ତ୍ରୀ ମୋଦୀ ,ଏହା ପୂର୍ବରୁ 'ତ୍ରିକୋଣାସନ', 'ତାଡ଼ାସନ' ଏବଂ 'ବୃକ୍ଷାସନ','ଅର୍ଦ୍ଧ ଚକ୍ରାସନ ','ପଦହସ୍ତାସନ','ଭଦ୍ରାସନ','ଉଷ୍ଟ୍ରାସନ' ଏବଂ 'ବଜ୍ରାସନ' ଅଭ୍ୟାସ କରିବାର 3ଡି ଏନିମେଟଡ ଭିଡିଓ ସେୟାର କରିଛନ୍ତି ।
I am happy that the animated videos of me practising Yoga are motivating people to have their own fitness routine and try Yoga. Here is one more such video, this one on Shashankasana. #4thYogaDay #FitIndia pic.twitter.com/IdCf7GCGMX
— Narendra Modi (@narendramodi) April 30, 2018