ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାର୍ତ୍ତା ଦେଇଛନ୍ତି ଯାହାକି ନିମ୍ନରେ ପ୍ରଦତ୍ତ ହେଲା –
“ଚଳିତ ବର୍ଷ ବିଶ୍ଵ ଯକ୍ଷ୍ମା ଦିବସର ବିଷୟପ୍ରସଙ୍ଗ ‘ଆବଶ୍ୟକ: ଯକ୍ଷ୍ମାମୁକ୍ତ ବିଶ୍ଵ ପାଇଁ ନେତୃମଣ୍ଡଳୀ’ ଭାବନା ଆଧାରରେ ମୁଁ ନାଗରିକ ଓ ସଂଗଠନମାନଙ୍କୁ ଯକ୍ଷ୍ମା ବିଲୋପ ଆନ୍ଦୋଳନରେ ନେତୃତ୍ଵ ନେବା ଲାଗି ନିବେଦନ କରୁଛି । ଯକ୍ଷ୍ମାମୁକ୍ତ ବିଶ୍ଵ ଗଠନ ହେଉଛି ମାନବଜାତି ପାଇଁ ଏକ ଚମତ୍କାର ସେବା ।
ଏକ ଯକ୍ଷ୍ମାମୁକ୍ତ ଭାରତ ଗଠନ ଦିଗରେ ସରକାର ମିଶନ ଢାଞ୍ଚାରେ ପ୍ରୟାସ କରୁଛନ୍ତି । ବିଶ୍ଵ 2030 ସୁଦ୍ଧା ଯକ୍ଷ୍ମାରୁ ମୁକ୍ତି ଲାଗି ଲକ୍ଷ୍ୟ ରଖିଥିବା ବେଳେ, ଆମେ ଭାରତକୁ 2025 ସୁଦ୍ଧା ଯକ୍ଷ୍ମାମୁକ୍ତ କରିବା ଚାହୁଁଛୁ ।”
In the spirit of this year’s #WorldTBDay theme of 'Wanted: Leaders for a TB-free world’ I urge citizens and organisations to take the lead in the movement to end TB. A TB-free world is a wonderful service to humanity.
— Narendra Modi (@narendramodi) March 24, 2018
Government of India is working in mission mode to make India TB-free. While the world has set a target of 2030 for TB elimination, we in India want to become TB-free by 2025!
— Narendra Modi (@narendramodi) March 24, 2018
At the recent Delhi End TB Summit, I spoke more about the subject. https://t.co/mbAbsZ5wMk #WorldTBDay