ତ୍ରିପୁରାବାସୀଙ୍କୁ ସେମାନଙ୍କ ରାଜ୍ୟ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
“ରାଜ୍ୟ ଗଠନ ଓ ସ୍ଥାପନା ଦିବସରେ ତ୍ରିପୁରାବାସୀଙ୍କୁ ମୋର ଶୁଭକାମନା ଏବଂ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରାର୍ଥନା କରୁଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
On their Statehood Day, I convey my best wishes to the people of Tripura and pray for the state's all-round growth.
— Narendra Modi (@narendramodi) January 21, 2017