QuotePM urges all eligible voters on the occasion of National Voters’ Day to register themselves and use their right to vote 

ଗଣତନ୍ତ୍ରକୁ ମଜଭୁତ କରିବା ଉଦ୍ଦେଶ୍ୟରେ ସମସ୍ତ ଯୋଗ୍ୟ ଭୋଟର ନିଜ ନିଜକୁ ପଞ୍ଜୀକୃତ କରିବା ସହ ମତଦାନ ଅଧିକାର ସାବ୍ୟସ୍ତ କରିବା ଲାଗି  ଜାତୀୟ ଭୋଟର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି ।

“ଜାତୀୟ ଭୋଟର ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ । ଏହି ଦିନ ପ୍ରତିଷ୍ଠା ହୋଇଥିବା ଭାରତୀୟ ନିର୍ବାଚନ କମିଶନକୁ ଅଭିନନ୍ଦନ ।

ସମସ୍ତ ଯୋଗ୍ୟ ଭୋଟର, ବିଶେଷ କରି ଯୁବବର୍ଗଙ୍କୁ, ମୁଁ ଅନୁରୋଧ କରୁଛି ଯେ ସେମାନେ ନିଜକୁ ପଞ୍ଜୀକୃତ କରାନ୍ତୁ ଏବଂ ସେମାନଙ୍କ ଅଂଶଗ୍ରହଣ ମାଧ୍ୟମରେ ଗଣତନ୍ତ୍ରକୁ ମଜଭୁତ କରନ୍ତୁ । ଜଣେ ଭୋଟଦାତାଙ୍କ ଅନେକ ଶକ୍ତି ରହିଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

  • Satyanarayan Bhuyan January 25, 2025

    janasadharanku parisane karta hai sir govt karamcharu
  • Satyanarayan Bhuyan January 25, 2025

    voter ID card correction karna kalya parisane hota hai sir apishar and blo parisane karta hai sir 🙏
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
1 in 3 US smartphone imports now made in India, China’s lead shrinks

Media Coverage

1 in 3 US smartphone imports now made in India, China’s lead shrinks
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 26, 2025
July 26, 2025

Citizens Appreciate PM Modi’s Vision of Transforming India & Strengthening Global Ties