ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ବାଙ୍କକ ଗସ୍ତ କରୁଛନ୍ତି । ସେ ଏସିଆନ ସମିତି, ଏସିଆନ-ଭାରତ ସମିତି, ପୂର୍ବ ଏସିଆ ସମିତି ଏବଂ ଆରସିଇପି ବୁଝାମଣା ବୈଠକରେ ଯୋଗଦେବେ । ସେ ବିଶ୍ଵ ନେତୃବୃନ୍ଦଙ୍କୁ ଭେଟି ବିଭିନ୍ନ ଦ୍ଵିପାକ୍ଷିକ ଏବଂ ବୈଶ୍ଵିକ ପ୍ରସଙ୍ଗ ଆଲୋଚନା କରିବେ ।
ଗସ୍ତ ପୂର୍ବରୁ ନିଜ ବିବୃତ୍ତିରେ ପ୍ରଧାନମନ୍ତ୍ରୀ କହିଥିଲେ, ଏସିଆନ ସମିତି ଭାରତର ବୈଦେଶିକ ନୀତି ବିଶେଷକରି ଆକ୍ଟ ଇଷ୍ଟ ପଲିସିର ଗୁରୁତ୍ଵପୂର୍ଣ୍ଣ ଦିଗ । ଇଷ୍ଟ ଏସିଆ ସମିତିର ଗୁରୁତ୍ଵ ବିଷୟରେ ପ୍ରଧାନମନ୍ତ୍ରୀ କହିଲେ ଯେ, ଏହା ଆମକୁ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଆମ ଦୁରଦୃଷ୍ଟିକୁ ଉପସ୍ଥାପନ କରିବାର ଏକ ସୁଯୋଗ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା 6ଟାରେ ବାଙ୍କକଠାରେ ‘ସାସ୍ଵଦୀ ପି ଏମ ମୋଦୀ’ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ । ଥାଇଲାଣ୍ଡରେ ଭାରତୀୟ ସମୁଦାୟଙ୍କ ଗୁରୁତ୍ଵପୁର୍ଣ୍ଣ ଯୋଗଦାନ ରହିଛି ଏବଂ ସେମାନଙ୍କ ସହ ମତ ବିନିମୟ କରିବା ପାଇଁ ସେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
I would be in Bangkok, Thailand to participate in various @ASEAN related Summits including the ASEAN-India Summit, East Asia Summit and a meeting on RCEP negotiations. ASEAN related Summits are key elements of India’s foreign policy, most notably our Act East Policy. @ASEAN2019TH
— Narendra Modi (@narendramodi) November 2, 2019
In Bangkok, there will be meetings with various world leaders to discuss important bilateral and global issues. India is eager to improve connectivity with @ASEAN nations. The East Asia Summit gives an opportunity to present our vision for the Indo-Pacific region.
— Narendra Modi (@narendramodi) November 2, 2019
Connecting with the Indian diaspora is something I always look forward to. At 6 PM IST this evening in Bangkok, I would interact with the Indian community based in Thailand. Their contributions to Thailand in various spheres are valuable. https://t.co/ceR74W2sLr
— Narendra Modi (@narendramodi) November 2, 2019