4 ଜାନୁଆରୀ 2019ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଣିପୁର ଏବଂ ଆସାମ ଗସ୍ତ କରିବେ ।

ମଣିପୁରରେ, ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ଏବଂ ଯୋଜନାର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ମୋରେ ଠାରେ ଏକ ସମନ୍ୱିତ ଚେକ ପୋଷ୍ଟ (ଆଇସିପି), ଦୋଲାଇଥାବି ବ୍ୟାରେଜ ପ୍ରକଳ୍ପ, ସାଓମ୍ବଙ୍ଗ ଠାରେ ଏଫସିଆଇ ଖାଦ୍ୟ ସଂରକ୍ଷଣ ଗୋଦାମ, ଥାଙ୍ଗାଲ ସୁରୁଙ୍ଗ ଠାରେ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ଏବଂ ବିଭିନ୍ନ ଜଳଯୋଗାଣ ଯୋଜନା ସମେତ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଲାଗି ଫଳକ ଉନ୍ମୋଚନ କରିବେ ।

ସେ ସିଲଚର-ଇମ୍ଫାଲ ଲାଇନର 400 କେଭି ଦ୍ୱୈତ ସର୍କିଟକୁ ଉତ୍ସର୍ଗ କରିବେ ।

ସେ ମଧ୍ୟ ଇମ୍ଫାଲ, ଧନମଞ୍ଜୁରି ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ; କ୍ରୀଡ଼ା ସୁବିଧା ଆଦି ପ୍ରକଳ୍ପ ପାଇଁ ଆଧାରଶିଳା ରଖିବେ । ଏହାପରେ ସେ ପୂର୍ବ ଇମ୍ଫାଲ ଜିଲ୍ଲାର ହାପତା କାଙ୍ଗଜେଇବଙ୍ଗ ଠାରେ ସାଧାରଣସଭାରେ ଉଦବୋଧନ ଦେବେ ।

ଆସାମରେ, ସିଲଚରର ରାମନଗରଠାରେ ଏକ ସାଧାରଣ ସଭାକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Modi blends diplomacy with India’s cultural showcase

Media Coverage

Modi blends diplomacy with India’s cultural showcase
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ନଭେମ୍ବର 23, 2024
November 23, 2024

PM Modi’s Transformative Leadership Shaping India's Rising Global Stature