ମହାଶିବରାତ୍ରି (24 ଫେବୃୟାରୀ 2017) ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁ କୋଏମବାଟୋର ବିଲ୍ଲିୟାଙ୍ଗିରି ଫୁଥହିଲସର ଇସା ଯୋଗ ସେଣ୍ଟରରେ ଏକ 112 ଫୁଟ ବିଶିଷ୍ଟ ଆଦିୟୋଗୀଙ୍କ ପ୍ରତିମା ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସଦଗୁରୁ ଯାଗ୍ଗୀ ବାସୁଦେବ ଦର୍ଶକମାନଙ୍କ ସହିତ କଥାବାର୍ତା କରିବେ ।
ଆପଣଙ୍କ ବିଚାର ଏବଂ ମତ ତଳେ ବାଣ୍ଟନ୍ତୁ । ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ସମୟରେ ଆପଣମାନଙ୍କର କିଛି ବିଚାରକୁ ଉଲ୍ଲେଖ କରିପାରନ୍ତି ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Big desi guns booming: CCS clears mega deal of Rs 7,000 crore for big indigenous artillery guns

Media Coverage

Big desi guns booming: CCS clears mega deal of Rs 7,000 crore for big indigenous artillery guns
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 21, 2025
March 21, 2025

Appreciation for PM Modi’s Progressive Reforms Driving Inclusive Growth, Inclusive Future