QuotePM to join the programme to mark the conclusion of the Narmada Seva Yatra in Amarkantak, Madhya Pradesh 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମଧ୍ୟପ୍ରଦେଶର ଅମରକଣ୍ଟକରେ ନର୍ମଦା ସେବା ଯାତ୍ରାର ଉଦଯାପନୀ ସମାରୋହରେ ଯୋଗଦେବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ଆସନ୍ତାକାଲି ଅପରାହ୍ଣରେ ମଧ୍ୟପ୍ରଦେଶର ଅମରକଣ୍ଟକରେ ନର୍ମଦା ସେବା ଯାତ୍ରାର ଉଦଯାପନୀ ସମାରୋହରେ ଯୋଗ ଦେବାକୁ ନେଇ ମୁଁ ଉତ୍ସାହିତ ।

ନର୍ମଦା ନଦୀର ସୁରକ୍ଷା ସହିତ ପରିବେଶ ସୁରକ୍ଷା ଲାଗି ବାର୍ତ୍ତା ଦେଉଥିବା ନର୍ମଦା ସେବା ଯାତ୍ରା ଏକ ଚମତ୍କାର ଗଣ ଆନ୍ଦୋଳନ ।

ଆସନ୍ତାକାଲି ମଧ୍ୟପ୍ରଦେଶରେ ମୁଁ ନର୍ମଦା ସେବା ମିଶନ୍ ର ଶୁଭାରମ୍ଭ କରିବି, ଯାହା ନିଶ୍ଚିତ ଭାବେ ମଧ୍ୟପ୍ରଦେଶରର ପରିବେଶ ଉପରେ ଗଭୀର ପ୍ରଭାବ ପକାଇବ ।

ଆପଣମାନେ ନିଜ ମୋବାଇଲରେ ଆସନ୍ତାକାଲି ନର୍ମଦା ସେବା ଯାତ୍ରାକୁ https://t.co/TYuxNNJfIf", ରେ ଲାଇଭ୍ ଦେଖିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Over 3.3 crore candidates trained under NSDC and PMKVY schemes in 10 years: Govt

Media Coverage

Over 3.3 crore candidates trained under NSDC and PMKVY schemes in 10 years: Govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 22, 2025
July 22, 2025

Citizens Appreciate Inclusive Development How PM Modi is Empowering Every Indian