ଭାରତର ୭୭ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଥିବା ବିଶ୍ୱ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି ।
ମାଳଦ୍ୱୀପ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ଦ୍ୱାରା ହୋଇଥିବା ଟ୍ୱିଟର ପ୍ରତିକି୍ରୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ସ୍ୱାଧୀନତା ଦିବସ ଶୁଭେଚ୍ଛା ପାଇଁ ଧନ୍ୟବାଦ, ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ।’’
Thank you for the Independence Day greetings, President @ibusolih. https://t.co/acxUMvadBF
— Narendra Modi (@narendramodi) August 15, 2023
ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଏକ ଟ୍ୱିଟର ଉତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ଆମ ସ୍ୱାଧୀନତା ଦିବସରେ ଆପଣଙ୍କ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଉଛି, ଭୁଟାନ ପ୍ରଧାନମନ୍ତ୍ରୀ ଡ. ଲୋଟେ ସେରିଙ୍ଗ ।’’
Gratitude for the wishes on our Independence Day, @PMBhutan Dr. Lotay Tshering. https://t.co/ly6pV3uSjk
— Narendra Modi (@narendramodi) August 15, 2023
ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଏକ ଟ୍ୱିଟର ପ୍ରତିକି୍ରୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ଆପଣଙ୍କ ଶୁଭେଚ୍ଛା ପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ।’’
Thank you PM @cmprachanda for your warm wishes.
— Narendra Modi (@narendramodi) August 15, 2023
@PM_nepal_ https://t.co/aS9S9dF3gd
ଫ୍ରାନ୍ସ ରାଷ୍ଟ୍ରପତିଙ୍କ ତରଫରୁ ହୋଇଥିବା ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ଆପଣଙ୍କ ସ୍ନେହିଳ ଶୁଭେଚ୍ଛା ପାଇଁ ଧନ୍ୟବାଦ, ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ମୋର ପ୍ୟାରିସ ଯାତ୍ରାକୁ ମୁଁ ପୁନଃ ସ୍ମରଣ କରୁଛି ଏବଂ ଭାରତ-ଫ୍ରାନ୍ସ ସମ୍ପର୍କକୁ ସୁଦୃଢ଼ ପାଇଁ ଆପଣଙ୍କ ଉତ୍ସାହକୁ ପ୍ରଶଂସା କରୁଛି ।’’
Thankful for your kind wishes, President @EmmanuelMacron. I fondly recall my visit to Paris and appreciate your passion towards boosting India-France ties. https://t.co/hJWqxhcdUx
— Narendra Modi (@narendramodi) August 15, 2023
ମରିସସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଏକ ଟ୍ୱିଟର ଉତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ଆପଣଙ୍କ ହାର୍ଦ୍ଦିକ ଅଭିନନ୍ଦନ ପାଇଁ ଆପଣଙ୍କୁ ଧନ୍ୟବାଦ, ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ।’’
Thank you Prime Minister @KumarJugnauth for your heartfelt greetings. https://t.co/t5exnUvoQ1
— Narendra Modi (@narendramodi) August 15, 2023