କାବୁଲ ବିଶ୍ଵବିଦ୍ୟାଳୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢଭାବେ ନିନ୍ଦା କରିଛନ୍ତି ।

“ଆଜି କାବୁଲ ବିଶ୍ଵବିଦ୍ୟାଳୟରେ ଆତଙ୍କବାଦୀଙ୍କ କାପୁରୁଷତାପୂର୍ଣ୍ଣ ଆକ୍ରମଣକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି । ମୃତାହତଙ୍କ ପରିବାର ପ୍ରତି ଆମର ସମବେଦନା । ଆତଙ୍କବାଦ ବିରୁଦ୍ଧରେ ଆଫଗାନିସ୍ତାନର ସାହାସିକ ମୁକାବିଲା ଦିଗରେ ଆମର ସହଯୋଗ ଜାରି ରହିବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Small cities, big future: Tier-II & III towns emerge as hotspots for GCC growth in India

Media Coverage

Small cities, big future: Tier-II & III towns emerge as hotspots for GCC growth in India
NM on the go

Nm on the go

Always be the first to hear from the PM. Get the App Now!
...
Rajasthan Chief Minister meets Prime Minister
July 29, 2025

The Chief Minister of Rajasthan, Shri Bhajanlal Sharma met the Prime Minister, Shri Narendra Modi in New Delhi today.

The PMO India handle posted on X:

“CM of Rajasthan, Shri @BhajanlalBjp met Prime Minister @narendramodi.

@RajCMO”