QuotePM speaks to Swedish PM Stefan Löfven

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ଵିଡେନ ପ୍ରଧାନମନ୍ତ୍ରୀ ମିଷ୍ଟର ଷ୍ଟିଫାନ ଲୋଫଭେନଙ୍କ ସହିତ କଥାବାର୍ତ୍ତା କରିଛନ୍ତି ।

“ସ୍ଵିଡେନ ପ୍ରଧାନମନ୍ତ୍ରୀ ମହାମାନ୍ୟ ମିଷ୍ଟର ଷ୍ଟିଫାନ ଲୋଫଭେନଙ୍କ ସହିତ ଟେଲିଫୋନରେ ଉତ୍ତମ ବାର୍ତ୍ତାଳାପ ହୋଇଥିଲା । ମେକ ଇନ ଇଣ୍ଡିଆ ଅଭିଯାନକୁ ସ୍ଵିଡେନର ସମର୍ଥନକୁ ମୁଁ ଖୁବ ପସନ୍ଦ କରୁଛି”, ବୋଲି ପ୍ରଧାନମନ୍ତ୍ରୀ ଟ୍ଵିଟ କରିଛନ୍ତି ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
How PM Mudra Yojana Is Powering India’s Women-Led Growth

Media Coverage

How PM Mudra Yojana Is Powering India’s Women-Led Growth
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 14, 2025
April 14, 2025

Appreciation for Transforming Bharat: PM Modi’s Push for Connectivity, Equality, and Empowerment