ପ୍ରଧାନମନ୍ତ୍ରୀ ଲୋକସଭା ସାଂସଦ ଶ୍ରୀମତୀ ସୁନୀତା ଡୁଗଲଙ୍କ ଏକ ପ୍ରବନ୍ଧକୁ ସେୟାର କରିଛନ୍ତି । ଏହି ଲେଖାଟି ହେଉଛି, ବଞ୍ଚିତ ମହିଳାଙ୍କୁ ସଶକ୍ତିକରଣ କରିବାରେ ମହାତ୍ମା ଫୁଲେଙ୍କ ପ୍ରକୃତ ଉତ୍ତରାଧିକାରୀଙ୍କ ଉପରେ ।
ପିଏମ୍ଓ ଟୁଇଟ୍ କରିଛନ୍ତି:
“ବଞ୍ଚିତ ମହିଳାଙ୍କୁ ସଶକ୍ତିକରଣ କରିବାରେ ମହାତ୍ମା ଫୁଲେଙ୍କ ପ୍ରକୃତ ଉତ୍ତରାଧିକାରୀ ।”
ଲୋକସଭା ସାଂସଦଙ୍କ ଏହି ଲେଖା ପଢନ୍ତୁ
@SunitaDuggal7
‘The True Inheritor of Mahatma Phule’s Legacy of Empowering Underprivileged Women.’
— PMO India (@PMOIndia) April 12, 2022
Do read this article by Lok Sabha MP @SunitaDuggal7.https://t.co/RB9I2HffN7
via NaMo App pic.twitter.com/EI9OUpA2vN