ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେନା ଦିବସ ଉପଲକ୍ଷେ ଭାରତୀୟ ସେନାର ସାହସ ଓ ବୀରତ୍ୱକୁ ଅଭିବାଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତୀୟ ସେନା ଭାରତମାତାର ଗର୍ବ ଓ ଗୌରବ । ସେନା ଦିବସ ଉପଲକ୍ଷେ ମୁଁ ସମସ୍ତ ସୈନିକଙ୍କ ଅଦମ୍ୟ ସାହସ, ଶୌର୍ଯ୍ୟ ଏବଂ ପରାକ୍ରମକୁ ସମ୍ମାନ ଜଣାଉଛି।
ଆମ ସେନା ବୀରତ୍ୱ ଓ ଉତ୍ସର୍ଗୀକୃତ ଭାବନା ପାଇଁ ଜଣାଶୁଣା । ଏହା ମଧ୍ୟ ନିଜର ମାନବୀୟ ମୂଲ୍ୟବୋଧ ପାଇଁ ସମ୍ମାନର ହକଦାର । ଯେତେବେଳେ ଜନସାଧାରଣ ସେମାନଙ୍କ ସାହାଯ୍ୟ ଲୋଡିଥାନ୍ତି, ସେନାବାହିନୀ ସଦାସର୍ବଦା ସେମାନଙ୍କ ସହ ଛିଡା ହୋଇଥାନ୍ତି ଏବଂ ସେମାନଙ୍କ ସେବା କରିଥାନ୍ତି । ଆମ ସେନାବାହିନୀ ପାଇଁ ଆମେ ଗର୍ବିତ ।”
भारत की सेना मां भारती की आन-बान और शान है। सेना दिवस के अवसर पर मैं देश के सभी सैनिकों के अदम्य साहस, शौर्य और पराक्रम को सलाम करता हूं।
— Narendra Modi (@narendramodi) January 15, 2020
Our Army is known for its valour and professionalism. It is also respected for its humanitarian spirit. Whenever people have needed help, our Army has risen to the occasion and done everything possible!
— Narendra Modi (@narendramodi) January 15, 2020
Proud of our Army.
I pray for the good health of Shamima and her child. https://t.co/Lvetnbe7fQ