QuoteNetaji Bose's valour played a major role in freeing India from colonialism: PM
QuoteNetaji Bose was a great intellectual who always thought about the interests & wellbeing of the marginalised sections of society: PM
QuoteHonoured that our Government got the opportunity to declassify files relating to Netaji Bose: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମୋର ପ୍ରଣାମ । ତାଙ୍କ ବୀରତ୍ଵ ଭାରତକୁ ଉପନିବେଶବାଦରୁ ମୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

ନେତାଜୀ ବୋଷ ଜଣେ ମହାନ ଚିନ୍ତାନାୟକ ଓ ବିଦ୍ଵାନ ଥିଲେ ଯିଏକି ସମାଜର ଅବହେଳିତ ଓ ନିଷ୍ପେସିତ ବର୍ଗର ସ୍ଵାର୍ଥ ଓ କଲ୍ୟାଣ ପାଇଁ ସର୍ବଦା ଚିନ୍ତା କରୁଥିଲେ ।

ନେତାଜୀ ବୋଷଙ୍କ ସମ୍ପର୍କିତ ଗୁପ୍ତ ଦସ୍ତାବିଜଗୁଡିକୁ ବିବର୍ଗୀକୃତ କରିବାର ସୌଭାଗ୍ୟ ମିଳିଛି ଆମ ସରକାରଙ୍କୁ ଯାହା ସମ୍ପର୍କରେ ଜାଣିବା ପାଇଁ ବହୁ ଦିନରୁ ସର୍ବସାଧାରଣରେ ଦାବି ହୋଇ ଆସୁଥିଲା ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କରେ ଯାବତୀୟ ତଥ୍ୟ ସମ୍ବଳିତ ଏହି ଦସ୍ତାବିଜଗୁଡିକ https://www.netajipapers.gov.in ୱେବସାଇଟରେ ଜନସାଧାରଣ ପାଇପାରିବେ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Maratha bastion in Tamil heartland: Gingee fort’s rise to Unesco glory

Media Coverage

Maratha bastion in Tamil heartland: Gingee fort’s rise to Unesco glory
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2025
July 21, 2025

Green, Connected and Proud PM Modi’s Multifaceted Revolution for a New India