QuoteConfident that Winter Session will be productive: PM
QuoteHope there would be constructive debates and innovative solutions would be found to address the nation's problems: PM Modi

ଶୁଭ ସକାଳ ବନ୍ଧୁଗଣ,

ସାଧାରଣତଃ ଦିପାବଳୀ ସହିତ ଶୀତ ଋତୁ ଆରମ୍ଭ ହୋଇଯାଇଥାଏ । ମାତ୍ର ବୈଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଏବେ ଥଣ୍ଡା ମଧ୍ୟ ଏତେ ମାତ୍ରାରେ ଅନୁଭବ ହେଉ ନାହିଁ ।

ମାତ୍ର ଆମର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ମୋର ବିଶ୍ୱାସ ଯେ 2017ରେ ଆରମ୍ଭ ହେଉଥିବା ଶୀତକାଳୀନ ଅଧିବେଶନ 2018 ପର୍ଯ୍ୟନ୍ତ ଚାଲିବ ଏବଂ ସରକାରଙ୍କ ଅନେକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ, ଯାହାକି ଦୂରଗାମୀ ପ୍ରଭାବ ସୃଷ୍ଟି କରିବାର ଅଛି ତାହା ସଦନକୁ ଆସିବ ।

ଭଲ ବିତର୍କ ହେଉ, ସକାରାତ୍ମକ ତର୍କ-ବିତର୍କ ହେଉ, ଅଭିନବ ବିଚାରଧାରା ସହିତ ଆଲୋଚନା ହେଉ, ଯାହାଫଳରେ କି ଦେଶ ହିତ ପାଇଁ ସଂସଦରେ ସମୟର ସଠିକ ଉପଯୋଗ ଅଧିକ ମାତ୍ରାରେ ସଫଳତାର ସହ କରାଯାଇ ପାରିବ ।

ଗତକାଲି ଆମର ସର୍ବଦଳୀୟ ବୈଠକ ବସିଥିଲା ଓ ଏଥିରେ ମଧ୍ୟ ସହମତି ପ୍ରକାଶ ପାଇଥିଲା ଯେ ଦେଶର ପ୍ରଗତି ପାଇଁ ଏହି ସଦନରେ ଶୀତ ଅଧିବେଶନର ଉପଯୋଗ ସକାରାତ୍ମକ ଭାବେ ହେଉ ।

ମୁଁ ମଧ୍ୟ ଆାଶା କରୁଛି ଯେ ସକାରାତ୍ମକ ଭାବେ ସଦନର ଅଧିବେଶନ ଚାଲିବ, ଦେଶ ଲାଭାନ୍ୱିତ ହେବ, ଗଣତନ୍ତ୍ର ମଜଭୁତ ହେବ, ସାମାନ୍ୟ ମଣିଷର ଆଶା, ଆକାଂକ୍ଷା ପୂରଣ କରିବା ନେଇ ଏକ ନୂତନ ବିଶ୍ୱାସ ସୃଷ୍ଟି ହେବ ।

ଅନେକ ଅନେକ ଧନ୍ୟବାଦ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Over 28 lakh companies registered in India: Govt data

Media Coverage

Over 28 lakh companies registered in India: Govt data
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Chhatrapati Shivaji Maharaj on his Jayanti
February 19, 2025

The Prime Minister, Shri Narendra Modi has paid homage to Chhatrapati Shivaji Maharaj on his Jayanti.

Shri Modi wrote on X;

“I pay homage to Chhatrapati Shivaji Maharaj on his Jayanti.

His valour and visionary leadership laid the foundation for Swarajya, inspiring generations to uphold the values of courage and justice. He inspires us in building a strong, self-reliant and prosperous India.”

“छत्रपती शिवाजी महाराज यांच्या जयंतीनिमित्त मी त्यांना अभिवादन करतो.

त्यांच्या पराक्रमाने आणि दूरदर्शी नेतृत्वाने स्वराज्याची पायाभरणी केली, ज्यामुळे अनेक पिढ्यांना धैर्य आणि न्यायाची मूल्ये जपण्याची प्रेरणा मिळाली. ते आपल्याला एक बलशाली, आत्मनिर्भर आणि समृद्ध भारत घडवण्यासाठी प्रेरणा देत आहेत.”