ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଆଁମାରର ରାଷ୍ଟ୍ର ପରାମର୍ଶଦାତା ଦ ଅଂ ସାନ ସୁ କୀ’ଙ୍କୁ ସାକ୍ଷାତ କାଳରେ ଏକ ସ୍ଵତନ୍ତ୍ର ଉପହାର ଦେଇଛନ୍ତି । ଏହି ଉପହାରଟି ହେଉଛି – ମେ 1986ରେ ସିମଳାସ୍ଥିତ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ଏଡଭାନ୍ସଡ ଷ୍ଟଡିଜରେ ଫେଲୋସିପ ପାଇଁ ସୁ କୀ ଦାଖଲ କରିଥିବା ମୌଳିକ ଗବେଷଣା ପ୍ରସ୍ତାବର ସ୍ଵତନ୍ତ୍ର ପ୍ରତିଲିପି । ଏହାର ଶିରୋନାମା ରହିଛି “ଦି ଗ୍ରୋଥ ଏଣ୍ଡ ଡିଭଲାପମେଣ୍ଟ ଅଫ ବର୍ମୀଜ ଏଣ୍ଡ ଇଣ୍ଡିଆନ ଇଣ୍ଟେଲେକଚୁଏଲ ଟ୍ରେଡିସନ୍ସ ଅଣ୍ଡର କଲୋନୀଆଲିଜମ : ଏ କମ୍ପେରେଟିଭ ଷ୍ଟଡି” ।
Presented Daw Aung San Suu Kyi a special reproduction of original research proposal she submitted for fellowship at IIAS, Shimla in May 1986 pic.twitter.com/1qkGgoXC9U
— Narendra Modi (@narendramodi) September 6, 2017
Research proposal was titled 'The Growth & Development of Burmese & Indian Intellectual Traditions Under Colonialism: A Comparative Study.'
— Narendra Modi (@narendramodi) September 6, 2017