PM Modi exhorts ONGC to work towards making an efficient electric chulha
Electric chulhas would go a long way in meeting the needs of the people: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ଏକ ଆହ୍ୱାନ ଗ୍ରହଣ କରିବା ଲାଗି ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ - ଓଏନଜିସିକୁ ଆମନ୍ତ୍ରଣ ଜଣାଇଥିଲେ  । ସୌଭାଗ୍ୟ ଯୋଜନା ଶୁଭାରମ୍ଭ କରିବା ଅବସରରେ ଓଏନଜିସିର ଅଧିକାରୀ ଏବଂ କର୍ମଚାରୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଦକ୍ଷ ବୈଦ୍ୟୁତିକ ଚୁଲା ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ  । ଏହି ଚୁଲା ବିଦ୍ୟୁତ ଶକ୍ତିର ଉପଯୋଗ କରି ରୋଷେଇ କାର୍ଯ୍ୟ ସମ୍ପାଦନ କରିପାରିବ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନବସୃଜନ, ଏକାଥରକେ, ଇନ୍ଧନ ଆମଦାନୀ ଉପରେ ଦେଶର ନିର୍ଭରଶୀଳତା ପ୍ରତି ଗୁରୁତ୍ୱପୂର୍ଣ୍ଣ ଓ ସକାରାତ୍ମକ ପ୍ରଭାବ ପକାଇବ  । ସେ କହିଥିଲେ ଯେ ବିଶ୍ୱ ବିଦ୍ୟୁତଚାଳିତ କାର ନିର୍ମାଣ ଦିଗରେ କାର୍ଯ୍ୟ କରୁଛି, ଭାରତରେ, ବିଦ୍ୟୁତ ଚାଳିତ କାର ସହିତ ବୈଦ୍ୟୁତିକ ଚୁଲା  ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକମାନଙ୍କ ଆବଶ୍ୟକତାକୁ ପୂରଣ କରିପାରିବ  । ଏହି କ୍ଷେତ୍ରରେ ନବସୃଜନ ପାଇଁ ଷ୍ଟାର୍ଟଅପ୍ ଏବଂ ଯୁବକମାନଙ୍କ ଠାରୁ ଆମନ୍ତ୍ରଣ ଆହ୍ୱାନ କରିବା ଲାଗି ସେ ଓଏନଜିସିଙ୍କୁ ପରାମର୍ଶ ଦେଇଥିଲେ  ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
In a first, micro insurance premium in life segment tops Rs 10k cr in FY24

Media Coverage

In a first, micro insurance premium in life segment tops Rs 10k cr in FY24
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Andhra Pradesh meets Prime Minister
December 25, 2024

Chief Minister of Andhra Pradesh, Shri N Chandrababu Naidu met Prime Minister, Shri Narendra Modi today in New Delhi.

The Prime Minister's Office posted on X:

"Chief Minister of Andhra Pradesh, Shri @ncbn, met Prime Minister @narendramodi

@AndhraPradeshCM"