ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାସ୍ତା, ପିଏମଜିଏସୱାଇ, ଗ୍ରାମୀଣ ଗୃହ ନିର୍ମାଣ, ରେଳପଥ, ବନ୍ଦର ଏବଂ ବିମାନ ବନ୍ଦର ଆଦି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ରର ଅଗ୍ରଗତି ସମ୍ବନ୍ଧରେ ଗୁରୁବାର ଦିନ ସମୀକ୍ଷା କରିଛନ୍ତି । ପ୍ରାୟ ଦୁଇ ଘଂଟା ଧରି ଚାଲିଥିବା ଏହି ସମୀକ୍ଷା ବୈଠକରେ ଭିତ୍ତିଭୂମି ସହିତ ସଂପୃକ୍ତ ଥିବା ମନ୍ତ୍ରଣାଳୟ, ନୀତି ଆୟୋଗ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ଅଧିକାରୀମାନେ ଯୋଗଦେଇଥିଲେ ।

ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତାଭ କାନ୍ତଙ୍କ ଦ୍ୱାରା କରାଯାଇଥିବା ଉପସ୍ଥାପନା ସମୟରେ ଅନୁଧ୍ୟାନ କରାଯାଇଥିଲା ଯେ ରାସ୍ତା ନିର୍ମାଣ କାର୍ଯ୍ୟ ଦୃତଗତିରେ ଚାଲିଛି । 2017-18 ଆର୍ଥିକ ବର୍ଷରେ ଦୈନିକ ହାରାହାରି 26.93 କିଲୋମିଟର ଦୀର୍ଘର ରାସ୍ତା ନିର୍ମାଣ କରାଯାଇଛି । 2013-14 ଆର୍ଥିକ ବର୍ଷ ସହ ତୁଳନା କଲେ ଏହା ଥିଲା ଅଧିକ 11.67 କିଲୋମିଟର ।

ଯୋଗାଯୋଗ କ୍ଷେତ୍ରରେ ଡିଜିଟାଲକରଣର ଅଗ୍ରଗତିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ଏପର୍ଯ୍ୟନ୍ତ 24 ଲକ୍ଷରୁ ଉର୍ଦ୍ଧ୍ଵ ଆରଏଫଆଇଡି ଟ୍ୟାଗ ପ୍ରଦାନ କରାଯାଇଛି ଏବଂ ଏବେ ମୋଟ ଟୋଲ ଆଦାୟ ମଧ୍ୟରୁ 22 ପ୍ରତିଶତରୁ ଉର୍ଦ୍ଧ୍ଵ ଇଲେକ୍ଟ୍ରୋନିକ ଟୋଲ ରାଜସ୍ୱ ମିଳୁଛି । ରାସ୍ତା ଅବସ୍ଥା ସମ୍ବନ୍ଧୀୟ ସୂଚନା ଏବଂ ଅଭିଯୋଗ ଦାଖଲ ସୁବିଧା ଥିବା “ସୁଖଦ ଯାତ୍ରା” ଆପ୍ କୁ ଏପର୍ଯ୍ୟନ୍ତ ଏକ ଲକ୍ଷରୁ ଉର୍ଦ୍ଧ୍ଵ ସଂଖ୍ୟାରେ ଡାଉନଲୋଡ କରାଯାଇ ସାରିଛି । ଇ-ଟୋଲ ଆଦାୟ ବଢାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ଯୋଗ୍ୟତା ସମ୍ପନ୍ନ ସମସ୍ତ ଅଂଚଳର ଶତକଡା 88 ପ୍ରତିଶତ ଗ୍ରାମକୁ ସଡକ ସଂଯୋଗ କରାଯାଇଛି । 2014-18 ମଧ୍ୟରେ 44,000 ରୁ ଉର୍ଦ୍ଧ୍ଵ ଗ୍ରାମକୁ ସଂଯୁକ୍ତ କରାଯାଇ ଥିଲା ବେଳେ ତୁଳନାତ୍ମକ ଭାବେ ତାର ପୂର୍ବ 4 ବର୍ଷର ଅବଧି (2010-14)ମଧ୍ୟରେ ଏହା ପ୍ରାୟ 35,000 ଥିଲା । “ମେରି ସଡକ” ଆପ୍ କୁ 10ଟି ଆଂଚଳିକ ଭାଷାରେ ଶୁଭାରମ୍ଭ କରାଯାଇଛି ଏବଂ ଏପର୍ଯ୍ୟନ୍ତ ଏହାକୁ 9.76 ଲକ୍ଷ ସଂଖ୍ୟାରେ ଡାଉନଲୋଡ କରାଯାଇଛି । ଜିଆଇଏସ ରାସ୍ତା ମାନଚିତ୍ରକରଣ ଆଗେଇ ଚାଲିଛି ଜିଓସ୍ପାଟିଆଲ ଗ୍ରାମୀଣ ରାସ୍ତା ସୂଚନା ପଦ୍ଧତି (ଜିଆରଆରଆଇଏସ)କୁ ଏପର୍ଯ୍ୟନ୍ତ 20ଟି ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି । ଗ୍ରାମୀଣ ରାସ୍ତା ନିର୍ମାଣରେ ସବୁଜ ପ୍ରାଦ୍ୟୋଗିକୀ ଏବଂ ବର୍ଜ୍ୟ ପ୍ଲାଷ୍ଟିକ ଓ ଫ୍ଲାଏ-ଆସ ଭଳି ଅଣ-ପାରମ୍ପରିକ ସାମଗି୍ରର ବ୍ୟବହାର କରାଯାଉଛି ।

ରେଳ କ୍ଷେତ୍ରରେ କ୍ଷମତା ଓ ରୋଲିଂ ଷ୍ଟକ ଆଦିରେ ଅନେକ ପରିମାଣରେ ବୃଦ୍ଧି ହୋଇଛି । 2014 ରୁ 2018 ମଧ୍ୟରେ ନୂତନ ଲାଇନ ଯୋଗ ଓ ଦ୍ୱିଗୁଣିତ କରାଯିବା ସହ ଗଜ ପରିବର୍ତ୍ତନ କରାଯାଇଛି ଏବଂ ଏହାର ଦୈର୍ଘ୍ୟ ରହିଛି ପାଖାପାଖି 9528 କିଲୋମିଟର, ଯାହାକି ତା’ପୂର୍ବ 4 ବର୍ଷ ତୁଳନାରେ 56 ପ୍ରତିଶତ ଅଧିକ ରହିଛି । ସେହିପରି ବିମାନ ଚଳାଚଳ କ୍ଷେତ୍ରରେ ପାସେଞ୍ଜର ଟ୍ରାଫିକ 2014-2018 – ଏହି ଚାରି ବର୍ଷ ମଧ୍ୟରେ 62 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି, ଯାହାକି ତାପୂର୍ବ 4 ବର୍ଷ ମଧ୍ୟରେ 18 ପ୍ରତିଶତ ଥିଲା । ଉଡାଣ ଯୋଜନା ଅନ୍ତର୍ଗତ ଟାୟାର 2 ଏବଂ ଟାୟାର 3 ସହରମାନଙ୍କରେ 27ଟି ବିମାନବନ୍ଦର ଏବେ କାର୍ଯ୍ୟକ୍ଷମ ରହିଛି ।

ବନ୍ଦର କ୍ଷେତ୍ରରେ 2014 ରୁ 2018 ମଧ୍ୟରେ ପ୍ରମୁଖ ବନ୍ଦରମାନଙ୍କରେ ଟ୍ରାଫିକ ପରିମାଣ 17 ପ୍ରତିଶତ ବୃଦ୍ଧି ପାଇଛି ।

ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ଯେ 2014ରୁ 2018 ମଧ୍ୟରେ ଏକ କୋଟିରୁ ଉର୍ଦ୍ଧ୍ଵ ଆବାସ ନିର୍ମାଣ କରାଯାଇଛି, ଯାହାକି ତୁଳନାତ୍ମକ ଭାବେ ତାପୂର୍ବ 4 ବର୍ଷ ମଧ୍ୟରେ ଥିଲା 25 ଲକ୍ଷ । ଏହା ଗୃହ ନିର୍ମାଣ କ୍ଷେତ୍ରରେ ଏବଂ ଏଥିସହିତ ସଂପୃକ୍ତ ନିର୍ମାଣ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ହାରକୁ ବୃଦ୍ଧି କରିଛି । ଏକ ସ୍ୱତନ୍ତ୍ର ଅନୁଧ୍ୟାନରୁ ଜଣାପଡିଛି ଯେ ହାରାହାରି ନିର୍ମାଣ ଶେଷ କରିବାର ସମୟ ଦ୍ରୂତ ଗତିରେ ହ୍ରାସ ପାଇଛି । ଏହା 2015-16ରେ 314 ଦିନ ଥିଲା ବେଳେ 2017-18ରେ ହ୍ରାସ ପାଇ 114 ଦିନରେ ପହଂଚିଛି । ବିପର୍ଯ୍ୟୟକାଳୀନ ମୁକାବିଲା ସାମର୍ଥ୍ୟ ବୃଦ୍ଧି ଏବଂ କମ ମୂଲ୍ୟର ଗୃହ ନିର୍ମାଣ ଡିଜାଇନ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି ।

ସହରୀକରଣ ଗୃହ ନିର୍ମାଣ ଯୋଜନାରେ ନୂତନ ନିର୍ମାଣ ପ୍ରଯୁକ୍ତି ବିଦ୍ୟା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହି ଯୋଜନାର ଆରମ୍ଭ ହେବା ବେଳଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ) ଅଧୀନରେ 54 ଲକ୍ଷ ଗୃହ ନିର୍ମାଣକୁ ମଂଜୁରି ପ୍ରଦାନ କରାଯାଇଛି ।

 

etween 2014 and 2018.

In the rural housing sector, the Prime Minister was informed that over one crore houses have been constructed in the period from 2014 to 2018, as compared to about 25 lakh houses in the preceding four year period. This has boosted employment in the housing sector and related construction industries. According to an independent study, the average construction completion time has dropped sharply, from 314 days in 2015-16, to 114 days in 2017-18. Stress is also being given to disaster resilience, and low cost housing design typologies.

In urban housing, emphasis is being laid on new construction technologies. 54 lakh houses have been sanctioned under Pradhan MantriAwaasYojana (Urban), since the inception of the scheme.

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
After Operation Sindoor, a diminished terror landscape

Media Coverage

After Operation Sindoor, a diminished terror landscape
NM on the go

Nm on the go

Always be the first to hear from the PM. Get the App Now!
...
PM reviews status and progress of TB Mukt Bharat Abhiyaan
May 13, 2025
QuotePM lauds recent innovations in India’s TB Elimination Strategy which enable shorter treatment, faster diagnosis and better nutrition for TB patients
QuotePM calls for strengthening Jan Bhagidari to drive a whole-of-government and whole-of-society approach towards eliminating TB
QuotePM underscores the importance of cleanliness for TB elimination
QuotePM reviews the recently concluded 100-Day TB Mukt Bharat Abhiyaan and says that it can be accelerated and scaled across the country

Prime Minister Shri Narendra Modi chaired a high-level review meeting on the National TB Elimination Programme (NTEP) at his residence at 7, Lok Kalyan Marg, New Delhi earlier today.

Lauding the significant progress made in early detection and treatment of TB patients in 2024, Prime Minister called for scaling up successful strategies nationwide, reaffirming India’s commitment to eliminate TB from India.

Prime Minister reviewed the recently concluded 100-Day TB Mukt Bharat Abhiyaan covering high-focus districts wherein 12.97 crore vulnerable individuals were screened; 7.19 lakh TB cases detected, including 2.85 lakh asymptomatic TB cases. Over 1 lakh new Ni-kshay Mitras joined the effort during the campaign, which has been a model for Jan Bhagidari that can be accelerated and scaled across the country to drive a whole-of-government and whole-of-society approach.

Prime Minister stressed the need to analyse the trends of TB patients based on urban or rural areas and also based on their occupations. This will help identify groups that need early testing and treatment, especially workers in construction, mining, textile mills, and similar fields. As technology in healthcare improves, Nikshay Mitras (supporters of TB patients) should be encouraged to use technology to connect with TB patients. They can help patients understand the disease and its treatment using interactive and easy-to-use technology.

Prime Minister said that since TB is now curable with regular treatment, there should be less fear and more awareness among the public.

Prime Minister highlighted the importance of cleanliness through Jan Bhagidari as a key step in eliminating TB. He urged efforts to personally reach out to each patient to ensure they get proper treatment.

During the meeting, Prime Minister noted the encouraging findings of the WHO Global TB Report 2024, which affirmed an 18% reduction in TB incidence (from 237 to 195 per lakh population between 2015 and 2023), which is double the global pace; 21% decline in TB mortality (from 28 to 22 per lakh population) and 85% treatment coverage, reflecting the programme’s growing reach and effectiveness.

Prime Minister reviewed key infrastructure enhancements, including expansion of the TB diagnostic network to 8,540 NAAT (Nucleic Acid Amplification Testing) labs and 87 culture & drug susceptibility labs; over 26,700 X-ray units, including 500 AI-enabled handheld X-ray devices, with another 1,000 in the pipeline. The decentralization of all TB services including free screening, diagnosis, treatment and nutrition support at Ayushman Arogya Mandirs was also highlighted.

Prime Minister was apprised of introduction of several new initiatives such as AI driven hand-held X-rays for screening, shorter treatment regimen for drug resistant TB, newer indigenous molecular diagnostics, nutrition interventions and screening & early detection in congregate settings like mines, tea garden, construction sites, urban slums, etc. including nutrition initiatives; Ni-kshay Poshan Yojana DBT payments to 1.28 crore TB patients since 2018 and enhancement of the incentive to ₹1,000 in 2024. Under Ni-kshay Mitra Initiative, 29.4 lakh food baskets have been distributed by 2.55 lakh Ni-kshay Mitras.

The meeting was attended by Union Health Minister Shri Jagat Prakash Nadda, Principal Secretary to PM Dr. P. K. Mishra, Principal Secretary-2 to PM Shri Shaktikanta Das, Adviser to PM Shri Amit Khare, Health Secretary and other senior officials.