ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ଜୀବନୀ ଏବଂ ଆଦର୍ଶ ଉପରେ ଆଧାରିତ ଏକ ପୁସ୍ତକକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ଜୀବନୀ ଏବଂ ଆଦର୍ଶ ଉପରେ ଏକ ପୁସ୍ତକ ଉନ୍ମୋଚିତ ହୋଇଛି । ଚଣ୍ଡିଗଡ ନିବାସୀ କୃପାଳ ସିଂହ ଜୀଙ୍କ ଦ୍ଵାରା ଏହି ପୁସ୍ତକ ରଚନା କରାଯାଇଛି” ।
श्री गुरु नानक देव जी के जीवन और आदर्शों पर आधारित एक पुस्तक का विमोचन किया। इस पुस्तक को चंडीगढ़ में रहने वाले श्री कृपाल सिंह जी ने लिखा है। pic.twitter.com/xgEhVFnCs7
— Narendra Modi (@narendramodi) November 25, 2020
ਸ੍ਰੀ ਗੁਰੂ ਨਾਨਕ ਦੇਵ ਜੀ ਦੇ ਜੀਵਨ ਅਤੇ ਆਦਰਸ਼ਾਂ ‘ਤੇ ਇੱਕ ਪੁਸਤਕ ਜਾਰੀ ਕੀਤੀ। ਇਹ ਪੁਸਤਕ ਚੰਡੀਗੜ੍ਹ ਵਾਸੀ ਸ਼੍ਰੀ ਕਿਰਪਾਲ ਸਿੰਘ ਜੀ ਦੁਆਰਾ ਲਿਖੀ ਗਈ ਹੈ । pic.twitter.com/RycJ7BEvuz
— Narendra Modi (@narendramodi) November 25, 2020
Released a book on the life and ideals of Sri Guru Nanak Dev Ji. The book has been penned by Kirpal Singh Ji, who is based in Chandigarh. pic.twitter.com/6vYgeGZ1lH
— Narendra Modi (@narendramodi) November 25, 2020