ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଏକ ସ୍ୱଚ୍ଛ ଗ୍ରହ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସଂକଳ୍ପବଦ୍ଧତା ଦୋହରାଇଛନ୍ତି ।
“ଆମ ଗ୍ରହ ଓ ପରିବେଶକୁ ନେଇ ଆମେ ବିଶେଷ ଆନନ୍ଦ ପ୍ରକାଶ କରିଥାଉ । ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଏକ ସ୍ୱଚ୍ଛ ଗ୍ରହ ନିଶ୍ଚିତ କରିବା ନେଇ ଆମେ ଆମର ସଂକଳ୍ପବଦ୍ଧତାକୁ ଦୋହରାଉଛୁ । ପ୍ରକୃତି ସହ ଐକ୍ୟବଦ୍ଧ ହୋଇ ରହିବା ଫଳରେ ଆମେ ଏକ ଉନ୍ନତ ଭବିଷ୍ୟତ ଆଡକୁ ଗତି କରିବା,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
माता भूमिः पुत्रोऽहं पृथिव्याः।
— Narendra Modi (@narendramodi) June 5, 2019
Our Planet and Environment is something we all cherish greatly. Today on #WorldEnvironmentDay, we reiterate our commitment to ensure a cleaner planet.
Living in harmony with nature will lead to a better future. pic.twitter.com/3V7yLD3d8U