ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସୁରା ଅବସରରେ ହଜରତ ଇମାନ ହୁସେନଙ୍କ ବଳିଦାନକୁ ସ୍ମରଣ କରିବା ସହ ସତ୍ୟ ପ୍ରତି ପ୍ରତିବଦ୍ଧତା ସହ ଅନ୍ୟାୟ ବିରୋଧରେ ଲଢେଇ ପାଇଁ ସେ ମନେ ରହିବେ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ଆଜିର ଦିନ ହଜରତ ଇମାମ ହୁସେନ (ଏଏସ)ଙ୍କ ବଳିଦାନକୁ ସ୍ମରଣ କରିବାର ଦିନ । ସତ୍ୟ ପ୍ରତି ପ୍ରତିବଦ୍ଧତା ସହ ଅନ୍ୟାୟ ବିରୋଧରେ ଲଢେଇ ପାଇଁ ସେ ସ୍ମରଣୀୟ ରହିବେ । ସମାନତା ଓ ଭାତୃଭାବକୁ ମଧ୍ୟ ସେ ବେଶ ଗୁରୁତ୍ୱ ପ୍ରଦାନ କରିଥିଲେ ।”
Today is a day to recall the sacrifices of Hazrat Imam Hussain (AS). He is remembered for his unwavering commitment to truth and his fight against injustice. He also placed great importance on equality and brotherhood.
— Narendra Modi (@narendramodi) August 9, 2022