ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତରୁ ବାଦ୍ୟ ଯନ୍ତ୍ରଗୁଡିକର ରପ୍ତାନୀ ବୃଦ୍ଧି ହେଉଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପ୍ରିଲ- ସେପ୍ଟେମ୍ବର ୨୦୧୩ ତୁଳନାରେ ଏପ୍ରିଲ-ସେପ୍ଟେମ୍ବର ୨୦୨୨ରେ ଭାରତରୁ ବାଦ୍ୟ ଯନ୍ତ୍ରଗୁଡିକର ରପ୍ତାନୀ ୩.୫ ଗୁଣରୁ ଅଧିକ ବୃଦ୍ଧି ହୋଇଛି ।
ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହା ଉତ୍ସାହଜନକ । ବିଶ୍ୱ ସ୍ତରରେ ଭାରତୀୟ ସଂଗୀତର ଲୋକପ୍ରିୟତା ବଢୁଥିବାରୁ ଏ କ୍ଷେତ୍ରରେ ଅଗ୍ରସର ହେବାର ସୁଯୋଗ ରହିଛି ।”
This is encouraging. With Indian music gaining popularity worldwide, there is a great opportunity to further grow in this sector. https://t.co/bEyJmQ7BKP
— Narendra Modi (@narendramodi) October 26, 2022