ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୯୧୯ ମସିହା ଆଜିର ଦିନରେ ଜାଲିଆନାୱାଲା ବାଗରେ ଯେଉଁମାନେ ସହିଦ ହୋଇଥିଲେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ଜାଲିଆନାୱାଲା ବାଗ ସ୍ମାରକର ନବୀକରଣ ହୋଇଥିବା ସୌଧର ଉଦଘାଟନୀ ଉତ୍ସବରେ ଦେଇଥିବା ତାଙ୍କ ଅଭିଭାଷଣକୁ ସେୟାର କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“୧୯୧୯ ମସିହା ଆଜିର ଦିନରେ ଜାଲିଆନାୱାଲା ବାଗରେ ଯେଉଁମାନେ ସହିଦ ହୋଇଥିଲେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି । ସେମାନଙ୍କର ଅପୂର୍ବ ସାହସ ଏବଂ ବଳିଦାନ ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ । ଗତ ବର୍ଷ ଜାଲିଆନାୱାଲା ବାଗ ସ୍ମାରକର ନବୀକରଣ ହୋଇଥିବା ସୌଧର ଉଦଘାଟନୀ ଉତ୍ସବରେ ମୋର ଅଭିଭାଷଣକୁ ସେୟାର କରୁଛି ।
Tributes to those martyred in Jallianwala Bagh on this day in 1919. Their unparalleled courage and sacrifice will keep motivating the coming generations. Sharing my speech at the inauguration of the renovated complex of Jallianwala Bagh Smarak last year. https://t.co/zjqdqoD0q2
— Narendra Modi (@narendramodi) April 13, 2022