ଶ୍ରୀ ମନ୍ନାଥୁ ପଦ୍ମନାଭନ ଜୀଙ୍କ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ମନ୍ନାଥୁ ପଦ୍ମନାଭନ ଜୀଙ୍କୁ ତାଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି । ସାମାଜିକ କଲ୍ୟାଣ ଏବଂ ଯୁବ ସଶକ୍ତିକରଣ ଦିଗରେ ତାଙ୍କର ଦୀର୍ଘସ୍ଥାୟୀ ଅବଦାନ ପାଇଁ ଆମେ ତାଙ୍କୁ ସ୍ମରଣ କରୁଛୁ । ତାଙ୍କର ସମୃଦ୍ଧ ଚିନ୍ତାଧାରା ଅନେକଙ୍କୁ ପ୍ରେରଣା ଯୋଗାଉଛି” ।
Tributes to Sri Mannathu Padmanabhan Ji on his Punya Tithi. We recall his long lasting contributions towards social welfare and youth empowerment. His rich thoughts continue to motivate many.
— Narendra Modi (@narendramodi) February 25, 2021