ଲଚିତ ଦିବସରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲଚିତ ବୋରଫୁକନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସ୍ଵତନ୍ତ୍ର ଲଚିତ ଦିବସ ଅବସରରେ ସାହସୀ ଲଚିତ ବୋରଫୁକନଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଜଣାଉଛୁ । ସେ ଜଣେ ଅତ୍ୟନ୍ତ ଉତ୍ତମ ନେତା ଏବଂ ରଣନୀତିରେ ନିପୁଣ ବ୍ୟକ୍ତି ଥିଲେ । ସେ ଆସାମ ସଂସ୍କୃତିର ସଂରକ୍ଷଣ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗରିବ ଏବଂ ପଛୁଆବର୍ଗର ଲୋକଙ୍କୁ ସଶକ୍ତ କରିବା ଦିଗରେ ମଧ୍ୟ ସେ ଅନେକ କାର୍ଯ୍ୟ କରିଥିଲେ” ।
On the special occasion of Lachit Diwas, we bow to the courageous Lachit Borphukan. He was an outstanding leader and strategist, who played a pivotal role in protecting the unique culture of Assam. He also worked extensively towards empowering the poor and downtrodden.
— Narendra Modi (@narendramodi) November 24, 2020
লাচিত দিৱস উপলক্ষে, আমি বীৰ লাচিত বৰফুকনলৈ প্ৰণিপাত জনাইছোঁ। এজন অনবদ্য নেতা আৰু ৰণনীতিত পাৰ্গত বৰফুকনে অসমৰ অনন্য সংস্কৃতি ৰক্ষাত গুৰুত্বপূৰ্ণ ভূমিকা পালন কৰিছিল। দুখীয়া আৰু নিপীড়িত লোকৰ সবলীকৰণৰ বাবেও তেওঁ যথেষ্ট অৱদান আগবঢ়াইছিল।
— Narendra Modi (@narendramodi) November 24, 2020