QuotePM Narendra Modi inaugurates National Youth Festival at Rohtak via video conferencing
QuoteSwami Vivekananda shows what one can achieve at a young age: PM
QuoteThe work that the youth are doing today will impact the future of the nation: PM
QuoteNeed of the hour is collectivity, connectivity, and creativity: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (12.01.2017) ଭିଡିଓ କନଫେରେନ୍ସିଙ୍ଗ ଜରିଆରେ ହରିୟାଣାର ରୋହତକଠାରେ ରାଷ୍ଟ୍ରୀୟ ଯୁବ ମହୋତ୍ସବର ଉଦ୍ଘାଟନୀ ସମାବେଶକୁ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜଣେ ଯୁବ ବୟସରେ କିଭଳି ସଫଳତାର ଚରମ ସୋପାନରେ ପହଞ୍ଚି ପାରିବ ତାହା ସ୍ଵାମୀ ବିବେକାନନ୍ଦନଙ୍କ ଜୀବନୀରୁ ପ୍ରତିଫଳିତ ହେଉଛି । ଆଜି ଯୁବଗୋଷ୍ଠୀ ଯେଉଁ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ତାହା ରାଷ୍ଟ୍ରର ଭବିଷ୍ୟତକୁ ପ୍ରଭାବିତ କରିବ ବୋଲି ସେ କହିଥିଲେ ।

|

ଚଳିତ ବର୍ଷ ଯୁବ ମହୋତ୍ସବର ବିଷୟବସ୍ତୁ – “ୟୁଥ ଫର ଡିଜିଟାଲ ଇଣ୍ଡିଆ” ରଖାଯାଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ । ସାଧାରଣ ଜନତାଙ୍କୁ ନଗଦମୁକ୍ତ କାରବାର ସମ୍ପର୍କରେ ଅଧିକରୁ ଅଧିକ ସଚେତନ କରାଇବାକୁ ସେ ଯୁବଗୋଷ୍ଠୀକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, କଳାଧନ ଓ ଭ୍ରଷ୍ଟାଚାର ଦେଶର ପ୍ରଗତିରେ ବାଧକ ସାଜୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତି କୌଶଳର ବିଶାଳ ପ୍ରଭାବ ଯୋଗୁଁ ସମୟ ଓ ପରିସ୍ଥିତିରେ ପରିବର୍ତ୍ତନ ଘଟୁଛି । ତେଣୁ ସମୟର ଆହ୍ଵାନ ହେଉଛି – ସୃଜନଶୀଳତା, ସମଷ୍ଟିକରଣ ଏବଂ ସଂଯୋଗୀକରଣ । ପ୍ରଧାନମନ୍ତ୍ରୀ କହିଥିଲେ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢେଇ ପାଇଁ ଯୁବଗୋଷ୍ଠୀ ପକ୍ଷରୁ ଯେଉଁ ସହଯୋଗ ଓ ସମର୍ଥନ ମିଳୁଛି ସେଥିରୁ ସେ ଦୃଢ ନିଶ୍ଚିତ ଯେ ଦେଶରେ ଏକ ସକାରାତ୍ମକ ପରିବର୍ତ୍ତନ ସମ୍ଭବପର ।

Click here to read full text speech

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
The world is keenly watching the 21st-century India: PM Modi

Media Coverage

The world is keenly watching the 21st-century India: PM Modi
NM on the go

Nm on the go

Always be the first to hear from the PM. Get the App Now!
...
PM Modi prays at Somnath Mandir
March 02, 2025

The Prime Minister Shri Narendra Modi today paid visit to Somnath Temple in Gujarat after conclusion of Maha Kumbh in Prayagraj.

|

In separate posts on X, he wrote:

“I had decided that after the Maha Kumbh at Prayagraj, I would go to Somnath, which is the first among the 12 Jyotirlingas.

Today, I felt blessed to have prayed at the Somnath Mandir. I prayed for the prosperity and good health of every Indian. This Temple manifests the timeless heritage and courage of our culture.”

|

“प्रयागराज में एकता का महाकुंभ, करोड़ों देशवासियों के प्रयास से संपन्न हुआ। मैंने एक सेवक की भांति अंतर्मन में संकल्प लिया था कि महाकुंभ के उपरांत द्वादश ज्योतिर्लिंग में से प्रथम ज्योतिर्लिंग श्री सोमनाथ का पूजन-अर्चन करूंगा।

आज सोमनाथ दादा की कृपा से वह संकल्प पूरा हुआ है। मैंने सभी देशवासियों की ओर से एकता के महाकुंभ की सफल सिद्धि को श्री सोमनाथ भगवान के चरणों में समर्पित किया। इस दौरान मैंने हर देशवासी के स्वास्थ्य एवं समृद्धि की कामना भी की।”