ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜେପିର ବରିଷ୍ଠ ନେତା ଡ଼ ମୁରଲୀ ମନୋହର ଯୋଶୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜେପିର ବରିଷ୍ଠ ନେତା ଡ଼ ମୁରଲୀ ମନୋହର ଯୋଶୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,'' ଡ଼ ମୁରଲୀ ମନୋହର ଯୋଶୀ ଜୀଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା । ଯୋଶୀ ଜୀ ରାଜନୀତିରେ ,ସଂସଦରେ ଏବଂ ମନ୍ତ୍ରୀ ଭାବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶ ପାଇଁ ଅତୁଟ ଯୋଗଦାନ ଦେଇଛନ୍ତି । ରାଷ୍ଟ୍ରହିତର ସଂରକ୍ଷଣ ଏବଂ ରାଷ୍ଟ୍ରୀୟ ପ୍ରଗତିକୁ ବଢ଼ାଇବା କଥା ଆସେ ,ତ ସେ ଅଟଳ ରହିଛନ୍ତି ।''
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅନେକ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଡ଼ ଯୋଶୀଙ୍କ ସହିତ କାମ କରିବାର ସୌଭାଗ୍ୟ ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀ ଆଗକୁ କହିଛନ୍ତି ,''ମୋ ଭଳି ଅନେକ କାର୍ଯ୍ୟକର୍ତ୍ତା ତାଙ୍କଠାରୁ ଶିଖିଛନ୍ତି । ଦଳକୁ ମଜବୁତ କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ମୂଲ୍ୟବାନ । ମୁଁ ଡ଼ ଯୋଶୀ ଜୀଙ୍କ ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି । ''
Greetings to Dr. Murli Manohar Joshi Ji on his birthday. Joshi Ji has made an indelible contribution to our country during his long years in politics, Parliament and as a Minister. He is unwavering when it comes to safeguarding national interests and furthering national progress.
— Narendra Modi (@narendramodi) January 5, 2020
I consider myself fortunate to have got the opportunity to work with Dr. Joshi for many years. Like me, several Karyakartas learnt so much from him. His role in strengthening the Party is extremely valuable. I pray for Dr. Joshi’s long and healthy life.
— Narendra Modi (@narendramodi) January 5, 2020
Called on Dr. Murli Manohar Joshi Ji and greeted him on his birthday. pic.twitter.com/QbsdpLfxDM
— Narendra Modi (@narendramodi) January 5, 2020