ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନ(ICSI)ର ସ୍ଵର୍ଣ୍ଣ ଜୟନ୍ତୀ ବର୍ଷ ଉଦ୍ଘାଟନୀ ସମାରୋହରେ କମ୍ପାନୀ ସେକ୍ରେଟାରୀମାନଙ୍କୁ ସମ୍ବୋଧିତ କରିଛନ୍ତି ।
ଏହି ଅବସରରେ ଆଇସିଏସଆଇ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ କମ୍ପାନୀଗୁଡ଼ିକ ଯେପରି ଆଇନ ଅନୁଯାୟୀ କାର୍ଯ୍ୟ କରିବେ ଏବଂ ନିଜ ଏକାଉଣ୍ଟକୁ ସଠିକ ଢଙ୍ଗରେ ପରିଚାଳନା କରିବେ, ତାହା ସୁନିଶ୍ଚିତ କରିବା ନିମନ୍ତେ ଉତ୍ତରଦାୟୀ ଲୋକମାନଙ୍କ ମଧ୍ୟରେ ରହି ସେ ଆନନ୍ଦ ଅନୁଭବ କରୁଛନ୍ତି । ସେ କହିଥିଲେ ଯେ ସେମାନଙ୍କ କାର୍ଯ୍ୟ ଦେଶର ଔଦ୍ୟୋଗିକ ସଂସ୍କୃତିକୁ ପ୍ରତିଷ୍ଠିତ କରିବାରେ ସହାୟକ ହୋଇଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଆମ ସାମାଜିକ ଢାଂଚାର ସଚ୍ଚୋଟତାକୁ ଦୁର୍ବଳ କରିବା ଏବଂ ଦେଶର ସମ୍ମାନହାନି କରିବା ଲାଗି ପ୍ରୟାସ କରୁଛନ୍ତି । ସେ କହିଥିଲେ ଯେ ସରକାର ବ୍ୟବସ୍ଥା ଭିତରେ ଥିବା ଏଭଳି ତତ୍ତ୍ଵଙ୍କୁ ବିତାଡ଼ିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ଉଦ୍ୟମର ଫଳସ୍ୱରୂପ, ଅର୍ଥବ୍ୟବସ୍ଥାରେ ନଗଦ କାରବାର ହ୍ରାସ ପାଇଛି । ଜିଡିପିରେ ନଗଦ କାରବାର ଅନୁପାତ 9 ପ୍ରତିଶତକୁ ଖସିଆସିଛି । ବିମୁଦ୍ରୀକରଣ ପୂର୍ବରୁ ଏହା 12 ପ୍ରତିଶତ ଥିଲା । କେବଳ ନିରାଶାବାଦର ପ୍ରସାର ଲାଗି ଚାହୁଁଥିବା ଲୋକମାନଙ୍କ ପ୍ରତି ସଚେତନ ରହିବା ଲାଗି ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ବିଗତ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ହାର 5.7 ପ୍ରତିଶତ ରହିଥିଲା, ହେଲେ ପୂର୍ବରୁ ଜିଡିପି ଅଭିବୃଦ୍ଧି ହାର ଏହାଠାରୁ କମ୍ ରହିଥିବାର ଉଦାହରଣ ମଧ୍ୟ ପ୍ରଧାନମନ୍ତ୍ରୀ ଦେଇଥିଲେ । ସେ କହିଥିଲେ ଯେ ସେ ସମୟରେ ନିମ୍ନ ଅଭିବୃଦ୍ଧି ହାର ସହିତ ଉଚ୍ଚ ମୁଦ୍ରାସ୍ଫିତୀ, ଉଚ୍ଚ ଚଳନ୍ତି ଖାତା ନିଅଂଟ ଏବଂ ଉଚ୍ଚ ଆର୍ଥିକ ନିଅଂଟ ପରିସ୍ଥିତ ଜାରି ରହିଥିଲା ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏମିତି ଏକ ସମୟ ଥିଲା ଯେତେବେଳେ ବିଶ୍ଵ ଅର୍ଥନୈତିକ ଅଭିବୃଦ୍ଧି ପଥରେ ବାଧକ ସାଜୁଥିବା 5ଟି ଦୁର୍ବଳ ଅର୍ଥବ୍ୟବସ୍ଥା ମଧ୍ୟରୁ ଭାରତ ଗୋଟିଏ ବୋଲି ବିବେଚିତ ହେଉଥିଲା ।
ବିଗତ ତ୍ରୈମାସିକରେ ଅଭିବୃଦ୍ଧି ହାର ହ୍ରାସ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଧାରାକୁ ଊଦ୍ଧ୍ୱର୍ମୁଖୀ କରିବା ଲାଗି ସରକାର ଦୃଢ଼ସଂକଳ୍ପ । ସେ କହିଥିଲେ ଯେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯାଇଛି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ । ଦେଶର ଆର୍ଥିକ ସ୍ଥିରତା ବଜାୟ ରହିବ ବୋଲି ସେ କହିଥିଲେ । ସରକାରଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଆଗାମୀ ବର୍ଷଗୁଡ଼ିକରେ ଦେଶକୁ ବିକାଶର ନୂତନ ସୋପାନକୁ ନେଇଯିବ ବୋଲି ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ଆଶ୍ୱସ୍ତ କରିଥିଲେ । ସେ କହିଥିଲେ, ସଚ୍ଚୋଟତା ଉପରେ ପ୍ରିମିୟମ ଭରିବାକୁ ପଡିବ, ଏବଂ ସଚ୍ଚୋଟ ଲୋକମାନଙ୍କ ସ୍ୱାର୍ଥର ସୁରକ୍ଷା କରାଯିବ ।
ବିଗତ 3 ବର୍ଷ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନିବେଶ ବ୍ୟାପକ ଭାବେ ବୃଦ୍ଧି ପାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହି ଅବଧି ମଧ୍ୟରେ 21ଟି କ୍ଷେତ୍ରରେ 87ଟି ସଂସ୍କାର କାର୍ଯ୍ୟକାରୀ କରାଯାଇଛି । ନିବେଶ ବ୍ୟାପକ ଭାବେ ବୃଦ୍ଧି ପାଇଥିବା ସମ୍ପର୍କରେ ସେ ତଥ୍ୟ ରଖିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ନୀତି ଏବଂ ଯୋଜନାରେ ଏହା ସୁନିଶ୍ଚିତ କରିବା ପ୍ରତି ଧ୍ୟାନ ଦିଆଯାଉଛି ଯେ ଗରିବ ଏବଂ ମଧ୍ୟମବର୍ଗଙ୍କ ସଂଚୟ ଯେପରି ସୁରକ୍ଷିତ ରହିପାରିବ ଏବଂ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆସିପାରିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଦେଶବାସୀ ଏବଂ ଦେଶକୁ ସଶକ୍ତ କରିବା ଲାଗି କାର୍ଯ୍ୟ କରୁଛନ୍ତି । ଏମିତିକି ଏଥିପାଇଁ ତାଙ୍କୁ ଅନେକ ସମୟରେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ୁଛି । ସେ ଥିବା ପର୍ଯ୍ୟନ୍ତ କେବେହେଲେ ଦେଶର ଭବିଷ୍ୟତକୁ ନିଲାମ ହେବାକୁ ଦେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
आज ICSI अपने 50 वें वर्ष में प्रवेश कर रहा है। इस अवसर पर मैं इस संस्था से जुड़े सभी लोगों को बहुत-बहुत बधाई देता हूं: PM @narendramodi
— PMO India (@PMOIndia) October 4, 2017
आज मुझे बहुत खुशी है कि मैं ऐसे विद्वानों के बीच आया हूं जो इस बात के लिए जिम्मेदार हैं कि देश में मौजूद प्रत्येक कंपनी कानून का पालन करे, अपने बही-खातों में गड़बड़ी ना करे, पूरी पारदर्शिता रखे: PM @narendramodi
— PMO India (@PMOIndia) October 4, 2017
आप अपनी जिम्मेदारी जिस तरह से निभाते हैं, उसी से देश का corporate culture तय होता है। आपकी संस्था का motto भी है- “सत्यम वद्, धर्मम चर्” यानि सत्य बोलो और नियम-कानून का पालन करो। आपकी दी हुई सही या गलत सलाह देश के corporate governance को प्रभावित करती है: PM @narendramodi
— PMO India (@PMOIndia) October 4, 2017
हमारे देश में भी मुट्ठी भर लोग ऐसे हैं, जो देश की प्रतिष्ठा को, हमारी ईमानदार सामाजिक संरचना को कमजोर करने का काम करते रहे हैं। इन लोगों को सिस्टम और संस्थाओं से हटाने के लिए सरकार ने पहले दिन से स्वच्छता अभियान शुरू किया हुआ है: PM @narendramodi
— PMO India (@PMOIndia) October 4, 2017
ये सरकार के अथक परिश्रम का ही परिणाम है कि आज देश की अर्थव्यवस्था कम Cash के साथ चल रही है। Demonetisation के बाद Cash to GDP Ratio अब 9 प्रतिशत पर आ गया है। 8 नवंबर 2016 से पहले ये 12 प्रतिशत से ज्यादा हुआ करता था: PM @narendramodi
— PMO India (@PMOIndia) October 4, 2017
There are some people who sleep well only after they spread a feeling of pessimism all around. We need to recognise such people: PM @narendramodi
— PMO India (@PMOIndia) October 4, 2017
पिछली सरकार के 6 साल में 8 बार ऐसे मौके आए जब विकास दर 5.7 प्रतिशत या उससे नीचे गिरी। देश की अर्थव्यवस्था ने ऐसे क्वार्टर्स भी देखे हैं, जब विकास दर 0.2 प्रतिशत, 1.5 प्रतिशत तक गिरी: PM @narendramodi
— PMO India (@PMOIndia) October 4, 2017
ऐसी गिरावट अर्थव्यवस्था के लिए और ज्यादा खतरनाक थी, क्योंकि इन वर्षों में भारत Higher Inflation, Higher Current Account Deficit और Higher Fiscal Deficit से जूझ रहा था: PM @narendramodi
— PMO India (@PMOIndia) October 4, 2017
GDP growth rate over the years. pic.twitter.com/YjkW9LUeJr
— PMO India (@PMOIndia) October 4, 2017
भाइयों और बहनों, मैं ना कोई अर्थशास्त्री हूं और ना ही कभी मैंने ऐसा claim किया है, लेकिन आज जब अर्थव्यवस्था पर इतनी चर्चा हो रही है, तो मैं आपको flashback में भी लेकर जाना जाता हूं: PM @narendramodi
— PMO India (@PMOIndia) October 4, 2017
एक दौर वो था जब अंतरराष्ट्रीय अर्थव्यवस्था के संदर्भ में भारत को एक नए ग्रुप का हिस्सा बनाया गया था। ये ग्रुप जी-7, जी-8, जी-20 जैसा ग्रुप नहीं था। इस ग्रुप का नाम था- Fragile Five: PM @narendramodi
— PMO India (@PMOIndia) October 4, 2017
इसे ऐसा Dangerous ग्रुप माना गया था जिसकी खुद की अर्थव्यवस्था तो एक समस्या थी ही, बल्कि ये वैश्विक अर्थव्यवस्था की Recovery में भी बाधा बन रहे थे: PM @narendramodi
— PMO India (@PMOIndia) October 4, 2017
मेरे जैसे अर्थशास्त्र के कम जानकार को अब भी ये समझ नहीं आता कि उस समय बड़े-बड़े अर्थशास्त्रियों के रहते ऐसा कैसे हो गया था: PM @narendramodi
— PMO India (@PMOIndia) October 4, 2017
Inflation over the years. pic.twitter.com/iP6gyhoLGh
— PMO India (@PMOIndia) October 4, 2017
Fiscal deficit over the years. pic.twitter.com/qW9qTTOa2J
— PMO India (@PMOIndia) October 4, 2017
Foreign exchange reserves over the years. pic.twitter.com/NWQY58Feod
— PMO India (@PMOIndia) October 4, 2017
ये बात सही है कि पिछले तीन वर्षों में 7.5 प्रतिशत की औसत ग्रोथ हासिल करने के बाद इस वर्ष अप्रैल-जून की तिमाही में GDP ग्रोथ में कमी दर्ज की गई। लेकिन ये बात भी उतनी ही सही है कि सरकार इस ट्रेंड को रिवर्स करने के लिए पूरी तरह से प्रतिबद्ध हैं: PM
— PMO India (@PMOIndia) October 4, 2017
हमने reform से जुड़े कई महत्वपूर्ण फैसले लिए हैं और ये प्रक्रिया लगातार जारी रहेगी। देश की financial stability को भी maintain रखा जाएगा। निवेश बढ़ाने और आर्थिक विकास को गति देने के लिए हम हर आवश्यक कदम उठाते रहेंगे: PM @narendramodi
— PMO India (@PMOIndia) October 4, 2017
मैं आश्वस्त करना चाहता हूं कि सरकार द्वारा लिए गए कदम देश को आने वाले वर्षों में विकास की एक नई league में रखने वाले हैं: PM @narendramodi
— PMO India (@PMOIndia) October 4, 2017
बदलती हुई देश की इस अर्थव्यवस्था में अब ईमानदारी को प्रीमियम मिलेगा, ईमानदारों के हितों की सुरक्षा की जाएगी: PM @narendramodi
— PMO India (@PMOIndia) October 4, 2017
A trend of increased consumption after June 2017. pic.twitter.com/9Edmyw5839
— PMO India (@PMOIndia) October 4, 2017
Increase in sale of tractors. pic.twitter.com/A6PhofF4jy
— PMO India (@PMOIndia) October 4, 2017
Some facts on the roads sector. pic.twitter.com/sq21xXQCAd
— PMO India (@PMOIndia) October 4, 2017
Here are some numbers from the railways sector. pic.twitter.com/jiCmqSVKB2
— PMO India (@PMOIndia) October 4, 2017
पिछली सरकार ने अपने आखिरी के तीन सालों में Renewable Energy पर 4 हजार करोड़ रुपए खर्च किए थे। हमारी सरकार ने अपने तीन साल में इस सेक्टर पर 10 हजार 600 करोड़ रुपए से भी अधिक खर्च किए हैं: PM @narendramodi
— PMO India (@PMOIndia) October 4, 2017
हमने affordable Housing के क्षेत्र में ऐसे-ऐसे नीतिगत निर्णय लिए हैं, वित्तीय सुधार किए हैं, जो इस क्षेत्र के लिए अभूतपूर्व हैं: PM @narendramodi
— PMO India (@PMOIndia) October 4, 2017
Big boost to the housing sector. pic.twitter.com/8MEdvUNfWw
— PMO India (@PMOIndia) October 4, 2017
पिछले तीन वर्षों में 21 सेक्टरों से जुड़े 87 छोटे-बड़े Reform किए गए हैं। Defence सेक्टर, Construction सेक्टर, Financial Services, Food Processing, जैसे कितने ही सेक्टरों में निवेश के नियमों में बड़े बदलाव हुए हैं: PM @narendramodi
— PMO India (@PMOIndia) October 4, 2017
देश के आर्थिक क्षेत्र को खोलने के बाद से लेकर अब तक जितना विदेशी निवेश भारत में हुआ है, उसकी तुलना अगर पिछले तीन वर्षों में हुए निवेश से करें, तो आपको पता चलेगा कि हमारी सरकार जो Reform कर रही है, उसका नतीजा क्या मिल रहा है: PM @narendramodi
— PMO India (@PMOIndia) October 4, 2017
मेहनत से कमाए गए आपके एक एक पैसे की कीमत ये सरकार समझती है। इसलिए सरकार की नीतियों और योजनाओं में इस बात का भी ध्यान रखा जा रहा है कि वो गरीबों और मध्यम वर्ग की जिंदगी तो आसान बनाएं हीं, उनके पैसों की भी बचत कराएं: PM
— PMO India (@PMOIndia) October 4, 2017
Fall in price of LED bulbs. pic.twitter.com/Oa4lUMeWQQ
— PMO India (@PMOIndia) October 4, 2017
मैं जानता हूं कि रेवड़ी बांटने के बजाय, लोगों और देश को Empower करने के काम में, कई बार मुझे आलोचना का भी सामना करना पड़ेगा, लेकिन मैं अपने वर्तमान की चिंता में, देश के भविष्य को दांव पर नहीं लगा सकता: PM @narendramodi
— PMO India (@PMOIndia) October 4, 2017
Mudra Yojana transforming lives. pic.twitter.com/UImddkfeXw
— PMO India (@PMOIndia) October 4, 2017