ପ୍ରଧାନମନ୍ତ୍ରୀ ମୋଦୀ ଆଜି ସିଙ୍ଗାପୁରରେ ବିଭିନ୍ନ ଧାର୍ମିକ ସ୍ଥଳ ଗସ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ସହରର ସବୁଠୁ ପୁରୁଣା ଚୁଲିଆ ମସଜିଦ ମଧ୍ୟ ଗସ୍ତ କରିଛନ୍ତି ।
Visited the Chulia Mosque in Singapore. The Mosque is one of the oldest in the city. pic.twitter.com/WqUMBvrObq
— Narendra Modi (@narendramodi) June 2, 2018
ପ୍ରଧାନମନ୍ତ୍ରୀ ସିଙ୍ଗାପୁରରେ ଶ୍ରୀ ମରିଆମ୍ମନ ମନ୍ଦିରରେ ପୂଜାର୍ଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଛନ୍ତି ଯେ ମନ୍ଦିର ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଜୀବନ୍ତ ସାଂସ୍କୃତିକ ସମ୍ପର୍କକୁ ଦର୍ଶାଉଛି ।
Blessed to have prayed at the beautiful Sri Mariamman Temple in Singapore. This Temple illustrates the vibrant cultural connect between India and Singapore. pic.twitter.com/gFqoAzgzLW
— Narendra Modi (@narendramodi) June 2, 2018
ପରେ ପ୍ରଧାନମନ୍ତ୍ରୀ ମୋଦୀ ବୁଦ୍ଧ ଦନ୍ତ ଅବଶେଷ ମନ୍ଦିର ଏବଂ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି
Glimpses from the memorable visit to the Buddha Tooth Relic Temple and Museum. pic.twitter.com/EBf2yAuOwn
— Narendra Modi (@narendramodi) June 2, 2018