ପ୍ରଧାନମନ୍ତ୍ରୀ ମୋଦୀ ଆଜି ସିଙ୍ଗାପୁରରେ ଭାରତୀୟ ଐତିହ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି ,ସେଠାରେ ରୂପେ କାର୍ଡର ଉପଯୋଗ କରି ମଧୁବନି ପେଣ୍ଟିଙ୍ଗ କ୍ରୟ କରିଛନ୍ତି ।
![](https://cdn.narendramodi.in/cmsuploads/0.23318200_1527921507_684-1-pm-modi-visits-the-indian-heritage-centre-purchases-madhubani-painting-using-rupay-card.jpg)
ପ୍ରଧାନମନ୍ତ୍ରୀ ଭାରତର ଉଚ୍ଚ ଆୟୋଗ ,ସିଙ୍ଗାପୁର ଏବଂ ଭାରତୀୟ ଐତିହ୍ୟ କେନ୍ଦ୍ର ଦ୍ଵାରା ସ୍ଥାପିତ ଏକ ସ୍ଥାୟୀ ମଞ୍ଚ ,କଳା ସଙ୍ଗମର ମଧ୍ୟ ଉଦ୍ଘାଟନ କରିଛନ୍ତି । ଏହା ଭାରତର ଶିଳ୍ପକାରମାନଙ୍କୁ ସିଙ୍ଗାପୁରରେ ନିଜର ଶିଳ୍ପ ପ୍ରଦର୍ଶନ,ନିଜର କଳାକୃତି ପ୍ରସ୍ତୁତି କରିବା ଏବଂ ବିକ୍ରି କରିବା ପାଇଁ ଏକ ମଞ୍ଚ ।
![](https://cdn.narendramodi.in/cmsuploads/0.71920600_1527921915_684-1-pm-modi-visits-the-indian-heritage-centre-inaugurate-kala-sangam.jpg)
![](https://cdn.narendramodi.in/cmsuploads/0.96864300_1527921608_684-2-pm-modi-visits-the-indian-heritage-centre-purchases-madhubani-painting-using-rupay-card-3.jpg)
ଭାରତର ବିବିଧ ସଂସ୍କୃତିର ଉତ୍ସବ ପାଳନ କରୁଛି
— PMO India (@PMOIndia) June 2, 2018
PM @narendramodi visits the Indian Heritage Centre and purchases a Madhubani painting using a RuPay card. pic.twitter.com/b6VbARDyAj
PM @narendramodi unveiled the Kala Sangam, a permanent platform established by High Commission of India, Singapore and Indian Heritage Centre, Singapore to bring Indian artisans to Singapore to demonstrate the craft, make and sell their products. pic.twitter.com/CF1HTY1WAz
— Raveesh Kumar (@MEAIndia) June 2, 2018