ପ୍ରଧାନମନ୍ତ୍ରୀ ମୋଦୀ ଆଜି ଯୋଗାଭ୍ୟାସର ଆଉ ଗୋଟିଏ 3ଡି ଆନିମେଟଡ ଭିଡିଓ ସେୟାର କରିଛନ୍ତି । ନୂଆ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ 'ଉଷ୍ଟ୍ରାସନ' ଅଭ୍ୟାସ କରିବା ଦେଖାଯାଉଛନ୍ତି ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ 'ତ୍ରିକୋଣାସନ', 'ତାଡ଼ାସନ' ,'ବୃକ୍ଷାସନ' , 'ଅର୍ଦ୍ଧଚକ୍ରାସନ' ଏବଂ 'ପାଦହସ୍ତାସନ' ଏବଂ 'ଭଦ୍ରାସନ' ଅଭ୍ୟାସର 3ଡି ଆନିମେଟଡ ଭିଡିଓ ସେୟାର କରିଥିଲେ ।
Sharing a video on Ustrasana. In the beginning if you find it difficult, then try Ardha Ustrasana. #FitIndia #4thYogaDay pic.twitter.com/rjvi3Q1Xwv
— Narendra Modi (@narendramodi) April 16, 2018