ନିଜର ନେପାଳ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ଜନକପୁରରେ ଜାନକୀ ମନ୍ଦିରରେ ପୂଜାର୍ଚନା କରିବା ସହିତ ପରିଦର୍ଶନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହିତ ନେପାଳ ପ୍ରଧାନମନ୍ତ୍ରୀ ଓଲି ମଧ୍ୟ ଉପସ୍ଥିତ ଥିଲେ ।
ଜନକପୁରରେ ଜାନକୀ ମନ୍ଦିର ପରିଦର୍ଶନ ଲାଗି ପ୍ରଧାନମନ୍ତ୍ରୀ ଓଲିଙ୍କୁ ଧନ୍ୟବାଦ ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଲେ ,ନେପାଳରେ ଆଜିର ସ୍ୱାଗତ ନେପାଳ ଲୋକମାନଙ୍କର ଭାରତର ଲୋକମାନଙ୍କ ପ୍ରତି ସ୍ନେହ ଦେଖାଯାଉଛି ।
ଉଭୟ ନେତା ଜନକପୁର-ଅଯୋଧ୍ୟା ମଧ୍ୟରେ ସିଧା ବସ ସେବାର ଶୁଭାରମ୍ଭ କରିଛନ୍ତି ।
I am glad to be here in Janakpur. I am here to pay respects to King Janak and Mata Janaki. I thank the PM of Nepal Shri Oli for accompanying me during this visit to Janakpur: PM @narendramodi
— PMO India (@PMOIndia) May 11, 2018
Today's welcome in Nepal shows the affection the people of Nepal have towards the people of India: PM @narendramodi
— PMO India (@PMOIndia) May 11, 2018
Janakpur and Ayodhya are being connected. This is a historic moment: PM @narendramodi
— PMO India (@PMOIndia) May 11, 2018