ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଆଜି ମିଳିତ ଭାବେ ଭାରତର ପ୍ରଥମ ଦ୍ରୁତଗାମୀ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ରେଳ ପ୍ରକଳ୍ପ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ନିର୍ମାଣ ହେବ ।
ଏହି ଅବସରରେ ଅହମ୍ମଦାବାଦଠାରେ ଆୟୋଜିତ ଏକ ବିରାଟ ସାଧାରଣ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ “ନବ ଭାରତ”ର ଉଚ୍ଚ ଆକାଂକ୍ଷା ଏବଂ ଇଚ୍ଛାଶକ୍ତି ବିଷୟରେ ଉଲ୍ଲେଖ କରିଥିଲେ । ସେ ଏହି ଅବସରରେ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ଏହି ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଆମ ବିକାଶକୁ ଗତି ଯୋଗାଇଦେବ ଏବଂ ତୁରନ୍ତ ଫଳାଫଳ ପ୍ରଦାନ କରିବ । ସେ କହିଥିଲେ ଯେ ଦ୍ରୁତଗାମୀ ଯୋଗାଯୋଗ ବ୍ୟବସ୍ଥା ଜରିଆରେ ସରକାର ଉତ୍ପାଦକତା ବୃଦ୍ଧି କରିବା ପ୍ରତି ଗୁରୁତ୍ୱ ଦେଉଛନ୍ତି । ଜାପାନ ଏହି ପ୍ରକଳ୍ପ ଲାଗି ଭାରତକୁ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଶିଞ୍ଜୋ ଆବେଙ୍କୁ ଧନ୍ୟବାଦ ଜଣାଇଥିଲେ । ଏତେ କମ୍ ସମୟ ମଧ୍ୟରେ ଏହି ପ୍ରକଳ୍ପ ଶୁଭାରମ୍ଭ କରାଯାଇଥିବାରୁ ସେ ଜାପାନ ପ୍ରଧାନମନ୍ତ୍ରୀ ଆବେଙ୍କୁ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଦ୍ରୁତଗାମୀ ରେଳବାଇ କେବଳ ଦୁଇଟି ସହରକୁ ଅଧିକ ନିକଟତର କରିବ ନାହିଁ, ବରଂ ଶତାଧିକ କିଲୋମିଟର ଦୂରରେ ରହୁଥିବା ଲୋକମାନଙ୍କୁ ପରସ୍ପରର ନିକଟତର କରିବ । ସେ କହିଥିଲେ ଯେ ଏକ ନୂଆ ଅର୍ଥନୈତିକ ବ୍ୟବସ୍ଥା ମୁମ୍ବାଇ-ଅହମ୍ମଦାବାଦ କରିଡର ସହିତ ବିକଶିତ ହେଉଛି ଏବଂ ସମଗ୍ର ଅଂଚଳ ଗୋଟିଏ ଅର୍ଥନୈତିକ ଜୋନ୍ ମଧ୍ୟକୁ ଚାଲି ଆସିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଧାରଣ ଲୋକଙ୍କୁ ଲାଭ ପହଂଚାଇ ପାରିଲେ ପ୍ରଯୁକ୍ତି ବିକାଶ ଉପଯୋଗୀ ହୋଇଥାଏ । ସେ କହିଥିଲେ ଯେ ଏହି ପ୍ରକଳ୍ପ ପାଇଁ ପରିକଳ୍ପିତ ପ୍ରଯୁକ୍ତି ହସ୍ତାନ୍ତର ଭାରତୀୟ ରେଳବାଇକୁ ଲାଭାନ୍ୱିତ କରିବା ସହିତ “ମେକ୍ ଇନ୍ ଇଣ୍ଡିଆ” କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବ । ସେ କହିଥିଲେ ଯେ ଏହି ପ୍ରକଳ୍ପ ପରିବେଶ ଅନୁକୂଳ ଏବଂ ମାନବ ଅନୁକୂଳ ହେବ । ସେ କହିଥିଲେ ଯେ “ଦ୍ରୁତଗାମୀ କରିଡର” ଭବିଷ୍ୟତରେ ଦ୍ରୁତ ଅଭିବୃଦ୍ଧିର କାରଣ ହେବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭବିଷ୍ୟତର ଆବଶ୍ୟକତାକୁ ଦେଖି ସରକାର ଭିତିଭୂମି ବିକାଶ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଯଥାସମ୍ଭବ କମ୍ ସମୟ ମଧ୍ୟରେ ଏହି ପ୍ରକଳ୍ପ ସାରିବା ଲାଗି ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।
ଏଥିପୂର୍ବରୁ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ କହିଥିଲେ ଯେ ଭାରତ-ଜାପାନ ସହାଭାଗୀତା ସ୍ୱତନ୍ତ୍ର, ରଣନୈତିକ ଏବଂ ବିଶ୍ୱସ୍ତରୀୟ । ସେ କହିଥିଲେ ଯେ ଆଗାମୀ ବର୍ଷଗୁଡ଼ିକରେ, ସେ ବୁଲେଟ୍ ଟ୍ରେନ୍ ମାଧ୍ୟମରେ ଭାରତର ସୌନ୍ଦର୍ଯ୍ୟ ଓ ପ୍ରଗତି ଦେଖିବାକୁ ଚାହୁଁଛନ୍ତି ।
ये न्यू इंडिया है और इसके सपनों का विस्तार, इसकी उड़ान असीम है, इसकी इच्छाशक्ति असीमित है: PM @narendramodi
— PMO India (@PMOIndia) September 14, 2017
आज भारत ने अपने एक बरसों पुराने सपने को पूरा करने की ओर बड़ा कदम उठाया है। मैं देश के सवा सौ करोड़ लोगों को बधाई देता हूं: PM @narendramodi
— PMO India (@PMOIndia) September 14, 2017
बुलेट ट्रेन परियोजना, एक ऐसा प्रोजेक्ट है, जो तेज गति, तेज प्रगति, के साथ-साथ तेज टेक्नोलॉजी के माध्यम से तेज परिणाम लाने वाला है: PM Modi
— PMO India (@PMOIndia) September 14, 2017
बुलेट ट्रेन एक ऐसा प्रोजेक्ट है सुविधा भी है, सुरक्षा भी। रोजगार भी लाएगा और रफ़्तार भी। Human friendly भी है, और Eco friendly भी: PM Modi
— PMO India (@PMOIndia) September 14, 2017
अगर आज इतने कम समय में यहां इस प्रोजेक्ट का भूमि पूजन हो रहा है तो इसका बड़ा श्रेय श्री @AbeShinzo को जाता है: PM @narendramodi
— PMO India (@PMOIndia) September 14, 2017
अब next generation growth वहां होगी, जहाँ high speed corridors होंगे: PM @narendramodi
— PMO India (@PMOIndia) September 14, 2017
जब इतनी तेज गति से बदलाव आ रहा है तो आज हमारा जोर कनेक्टिविटी से आगे बढ़कर हाई स्पीड कनेक्टिविटी पर है: PM @narendramodi
— PMO India (@PMOIndia) September 14, 2017
किसी भी देश में आर्थिक प्रगति का सीधा संबंध होता है productivity से। हमारा जोर है: More Productivity with High Speed Connectivity: PM Modi
— PMO India (@PMOIndia) September 14, 2017
अगर कोई ये कहे कि बिना ब्याज के ही लोन ले लो और दस-बीस नहीं, पचास साल में चुकाओ, तो आप यकीन करेंगे क्या? : PM @narendramodi
— PMO India (@PMOIndia) September 14, 2017
भारत को ऐसा दोस्त मिला है जिसने बुलेट ट्रेन के लिए 88 हजार करोड़ का कर्ज सिर्फ 0.1 प्रतिशत की ब्याज दर पर देने का वादा किया है: PM Modi
— PMO India (@PMOIndia) September 14, 2017
मैं जापान का बहुत-बहुत आभार व्यक्त करता हूँ जो इस प्रोजेक्ट के लिए तकनीक और आर्थिक मदद के साथ भारत के सहयोग के लिए आगे आया है: PM Modi
— PMO India (@PMOIndia) September 14, 2017
इस हाई स्पीड रेलवे सिस्टम से ना सिर्फ दो जगहों के बीच दूरी कम होगी बल्कि 500 किलोमीटर दूर बसे दो शहरों के लोग भी और पास आएंगे: PM Modi
— PMO India (@PMOIndia) September 14, 2017
मुंबई-अहमदाबाद रूट पर एक नया economic system भी विकसित हो रहा है। पूरा area ही एक Single Economic Zone में परिवर्तित हो जाएगा: PM Modi
— PMO India (@PMOIndia) September 14, 2017
मैं मानता हूँ कि टेक्नोलॉजी सभी के लिए है। टेक्नोलॉजी का लाभ तभी है जब देश का सामान्य नागरिक भी इसका उपयोग कर सके: PM @narendramodi
— PMO India (@PMOIndia) September 14, 2017
Technology transfer से railways को फायदा होगा, technicians, manufacturers को लाभ मिलेगा और एक तरह से पूरा रेलवे नेटवर्क लाभान्वित होगा: PM
— PMO India (@PMOIndia) September 14, 2017
इससे मेक इन इंडिया को भी मजबूती मिलेगी। Direct और Indirect Employment के हजारों अवसर भी ये प्रोजेक्ट अपने साथ लेकर आ रहा है: PM Modi
— PMO India (@PMOIndia) September 14, 2017
हम देश के future proofing पर ध्यान दे रहे हैं ताकि आने वाली पीढ़ियों के हिसाब से इन्फ्रास्ट्रक्चर का निर्माण किया जा सके: PM @narendramodi
— PMO India (@PMOIndia) September 14, 2017
Railway हो या Highway, Waterway हो या Airway, हम सभी क्षेत्रों में अप्रत्याशित गति से कार्यों को आगे बढ़ा रहे हैं: PM @narendramodi
— PMO India (@PMOIndia) September 14, 2017
मुझे पूरा भरोसा है कि हम मिलकर इस प्रोजेक्ट को कम से कम समय में पूरा कर दिखाएंगे: PM @narendramodi
— PMO India (@PMOIndia) September 14, 2017