ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ 'ପ୍ରଚଣ୍ଡ' ଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି । ଦୁଇ ନେତା କାଠମାଣ୍ଡୁରେ ସାକ୍ଷାତ କରିଛନ୍ତି ଏବଂ ଭାରତ-ନେପାଳ ସମ୍ପର୍କୀ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି ।
PM @narendramodi met Pushpa Kamal Dahal 'Prachanda', Chairman of Communist Party of Nepal - MC. Exchanged views on strengthening views on bilateral relations. pic.twitter.com/PfbaqmAPQd
— Raveesh Kumar (@MEAIndia) May 12, 2018