ପ୍ରଧାନମନ୍ତ୍ରୀ ମୋଦୀ ସ୍ଵିଡେନର ମହାମାନ୍ୟ ରାଜା କାର୍ଲ XVI ଗୁସ୍ତାଫଙ୍କ ସହ ସାକ୍ଷାତ କରିଛନ୍ତି । ଦୁଇ ନେତା ଭିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଉପରେ ଆଲୋଚନା କରିଥିଲେ ।
Royal start to the day! PM @narendramodi called on His Majesty the King Carl XVI Gustaf of Sweden. Leaders exchanged views on strengthening bilateral cooperation across several sectors. pic.twitter.com/RkpydROmO9
— Raveesh Kumar (@MEAIndia) April 17, 2018