
ପ୍ରଧାନମନ୍ତ୍ରୀ ମୋଦୀ ଓମାନର ଅନ୍ତଃରାଷ୍ଟ୍ରୀୟ ସମ୍ପର୍କ ଏବଂ ସହଯୋଗ ବ୍ୟାପାରର ଉପ-ପ୍ରଧାନମନ୍ତ୍ରୀ ସେୟାଦ ଅସଦ ବିନ ତାରିକ ଅଲ ସଇଦଙ୍କୁ ସାକ୍ଷାତ କଲେ । ଦୁଇ ନେତାଙ୍କ ମଧ୍ୟରେ ଭାରତ-ଓମାନର ବନ୍ଧୁତାକୁ ଆହୁରି ମଜବୁତ କରିବାର ପ୍ରକ୍ରିୟା ଉପରେ ଚର୍ଚ୍ଚା ହେଲା ।
— PMO India (@PMOIndia) February 12, 2018
Met HH Sayyid Asa’ad bin Tariq Al Said, Oman’s Deputy Prime Minister for International Relations and Cooperation Affairs. We had extensive deliberations on ways to further strengthen India-Oman friendship. pic.twitter.com/jbJlN9ZATq